ETV Bharat / business

ଆମେରିକା- ଇରାନ ବିବାଦରେ ବ୍ରେକ: 500 ପଏଣ୍ଟ ଉଛୁଳିଲା ସେନସେକ୍ସ

author img

By

Published : Jan 9, 2020, 2:18 PM IST

ଆମେରିକା- ଇରାନ ବିବାଦରେ ବ୍ରେକ । ସୁଧୁରିଲା ଘରୋଇ ବଜାର । ସେନସେକ୍ସ 500 ପଏଣ୍ଟ ବଢିଥିବାବେଳେ ପୁଣି 12 ହଜାର ଟପିଲା ନିଫ୍ଟି ।

Sensex jumps 500 points, Nifty near 12,200
500 ପଏଣ୍ଟ ଉଛୁଳିଲା ସେନସେକ୍ସ

ମୁମ୍ବାଇ: ଆମେରିକା ଓ ଇରାନ ବିବାଦରେ ବ୍ରେକ ଓ ବିଦେଶୀ ବଜାରରେ ମଜବୁତ ସୂଚକାଙ୍କ ପ୍ରଭାବରେ ଘରୋଇ ସେୟାର ବଜାରରେ ଜୋରଦାର ଅଭିବୃଦ୍ଧି ଜାରି । ଗୁରୁବାର କାରବାର ଆରମ୍ଭର କିଛି ମିନିଟ ପରେ ସେନସେକ୍ସ 500 ପଏଣ୍ଟ ବଢିଥିବାବେଳେ ନିଫ୍ଟି 150 ପଏଣ୍ଟ ଉଛୁଳିଛି ।

ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 508.31ପଏଣ୍ଟ ବଢି 41,236.05 କାରବାର କରୁଛି । ସେପଟେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର (ଏନଏସଇ) 50 ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 153.85 ପଏଣ୍ଟ ହ୍ରାସ ପାଇ 12,179.20 ସହ ଉପରମୁହାଁ ରହିଛି ।

ସେହିପରି ବିଶ୍ବ ଉତ୍ତେଜନା ସୁଧୁରିଥିବା ଭିତରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ବଢିଛି । ଗୁରୁବାର ଟଙ୍କାର ବିନିମୟ ମୂଲ୍ୟ 23 ପଇସା ମଜବୁତ ହୋଇ 71.47 ଟଙ୍କା ରହିଛି । ଏକ ମଜବୁତ ଟଙ୍କା ଆମଦାନୀକୁ ଶସ୍ତା କରିଥାଏ । ଏଥିସହ ପରିବର୍ତ୍ତନଶୀଳ ରାଜକୋଷୀୟ ଘାଟାକୁ ନିୟନ୍ତ୍ରିତ ରଖିବାରେ ସାହାଯ୍ୟ କରିଥାଏ । ଚଳିତ ବର୍ଷ ରାଜକୋଷୀୟ ଘାଟୀ 3.8 ପ୍ରତିଶତ ପର୍ଯ୍ୟନ୍ତ ବଢିପାରେ ବୋଲି ଆଶଙ୍କା କରାଯାଉଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.