ETV Bharat / business

ଆରମ୍ଭରୁ ଭାରୀ ହ୍ରାସ, 37 ହଜାର ଛୁଇଁଲା ସେନସେକ୍ସ

author img

By

Published : Aug 1, 2019, 2:03 PM IST

ଗୁରୁବାର ପୁଣି ଖସିଲା ବଜାର। ମାନ୍ଦା କାରବାର ଯୋଗୁଁ ନିବେଶକ ନିରାଶ । କାରବାର ଆରମ୍ଭରୁ ସେନସେକ୍ସ 400 ପଏଣ୍ଟରୁ ଊଦ୍ଧ୍ବ ହ୍ରାସ ପାଇଛି।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଲଗାତାର ଖସୁଛି ବଜାର। ମାନ୍ଦାରେ କାରବାର। ନିବେଶକ ନିରାଶ । ବୁଧବାର ବୃଦ୍ଧି ସହ ବଜାର ବନ୍ଦ ହୋଇଥିଲା ବେଳେ ଗୁରୁବାର ପୁଣି ଘାଟା । କାରବାର ଆରମ୍ଭରୁ ସେନସେକ୍ସ 400 ପଏଣ୍ଟରୁ ଊଦ୍ଧ୍ବ ହ୍ରାସ ପାଇଛି ।

ଗୁରୁବାର ମଧ୍ୟାହ୍ନରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 402.993 ପଏଣ୍ଟ କମି 37,078.43 ରହିଛି । ଏପଟେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ)ର 50ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 118.65 ପଏଣ୍ଟ ଖସି 10,999.25 ରେ କାରବାର କରୁଛି। ଏହା ପୂର୍ବରୁ ବୁଧବାର ସେନସେକ୍ସ 83.88 ପଏଣ୍ଟ ଓ ନିଫ୍ଟି 32.60 ପଏଣ୍ଟ ବଢି ବନ୍ଦ ହୋଇଥିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.