ETV Bharat / business

ଡଲାର ବଳବାନ, 23 ପଇସା ଦୁର୍ବଳ ଟଙ୍କା

author img

By

Published : Jul 14, 2020, 5:02 PM IST

ବିଦେଶୀ ମୁଦ୍ରା ବଜାରରେ ବଳବାନ ଡଲାର । ଦୁର୍ବଳ ଟଙ୍କା । 4 ଘଣ୍ଟାର କାରବାର ମଧ୍ୟରେ ଘରୋଇ ମୁଦ୍ରା ଡଲାର ତୁଳନାରେ 75.28 ର ସର୍ବୋଚ୍ଚ ସ୍ତର ଓ 75.49 ର ସର୍ବନିମ୍ନ ସ୍ତର ଛୁଇଁଛି । ଅଧିକ ପଢନ୍ତୁ..

ଡଲାର ବଳବାନ , 23 ପଇସା  ଦୁର୍ବଳ ଟଙ୍କା
ଡଲାର ବଳବାନ , 23 ପଇସା ଦୁର୍ବଳ ଟଙ୍କା

ମୁମ୍ବାଇ : ଘରୋଇ ସେୟାର ବଜାରରେ ଭାରୀ ହ୍ରାସ ଓ ଡଲାର ମଜବୁତ ମଧ୍ୟରେ ଦୁର୍ବଳ ହୋଇଛି ଟଙ୍କାର ମୁଲ୍ୟ । ମଙ୍ଗଳବାର ଡଲାର ତୁଳନାରେ ଟଙ୍କା 23 ପଇସା ହ୍ରାସ ପାଇ 75.42 ପଇସାରେ ବନ୍ଦ ହୋଇଛି ।

ବିଦେଶୀ ମୁଦ୍ରା ବଜାରରେ ଡଲାର ତୁଳନାରେ ଟଙ୍କା 75.33ରେ କାରବାର ଆରମ୍ଭ କରିଥିଲା । ପରେ ପୁଣି ପୂର୍ବ ବନ୍ଦ ସ୍ତରଠାରୁ 23 ପଇସା କମି 75 ଟଙ୍କା 42 ପଇସାରେ ବନ୍ଦ ହୋଇଛି । ପ୍ରକାଶ ଯେ, ସୋମବାର ଡଲାର ତୁଳନାରେ ଟଙ୍କା 75.19 ଟଙ୍କାରେ ବନ୍ଦ ହୋଇଥିଲା ।

4 ଘଣ୍ଟାର କାରବାର ମଧ୍ୟରେ ଘରୋଇ ମୁଦ୍ରା ଡଲାର ତୁଳନାରେ 75.28 ର ସର୍ବୋଚ୍ଚ ସ୍ତର ଓ 75.49 ର ସର୍ବନିମ୍ନ ସ୍ତର ଛୁଇଁଛି । ମୁଦ୍ରା କାରୋବାରୀଙ୍କ ଅନୁସାରେ ଅନ୍ୟ ବୈଶ୍ବିକ ମୁଦ୍ରା ତୁଳନାରେ ଆମେରିକା ଡଲାରରେ ସୁଧାର ଆସିଛି । ଫଳରେ ଟଙ୍କା ମୁଲ୍ୟ କମିଛି । ଯଦିଓ ଅଶୋଧିତ ତୈଳ ଦାମ ସ୍ଥିର ଯୋଗୁଁ ଟଙ୍କାକୁ ସମର୍ଥନ ମିଳିଛି କିନ୍ତୁ ଆମେରିକା ଓ ଚୀନ ବିବାଦ ମଧ୍ୟରେ ନିବେଶଙ୍କ ରିସ୍କ ନେବାକୁ ଚାହୁଁନାହାନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.