ETV Bharat / business

ଡଲାର ତୁଳନାରେ ଟଙ୍କା 18 ପଇସା ମଜବୁତ

author img

By

Published : Mar 2, 2021, 5:55 PM IST

ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ମଜବୁତ ହୋଇଛି । ଟଙ୍କା ମଙ୍ଗଳବାର 18 ପଇସା ସୁଦୃଢ ହୋଇଛି । ଅଧିକ ପଢନ୍ତୁ..

ଡଲାର ତୁଳନାରେ ଟଙ୍କା 18 ପଇସା ମଜବୁତ
ଡଲାର ତୁଳନାରେ ଟଙ୍କା 18 ପଇସା ମଜବୁତ

ମୁମ୍ବାଇ: ଘରୋଇ ସେୟାର ବଜାରର ବୃଦ୍ଧି ଓ ନିବେଶକଙ୍କ ଧାରଣା ମଜବୁତ ମଧ୍ୟରେ ଟଙ୍କାକୁ ମିଳିଛି ବଳ । ମଙ୍ଗଳବାର ଟଙ୍କାର ବିନିମୟ ମୂଲ୍ଯ 18 ପଇସା ବୃଦ୍ଧି ହୋଇଛି । ଫଳରେ ଆଜି ଡଲାର ତୁଳନାରେ ଟଙ୍କା 73.37ରେ ବନ୍ଦ ହୋଇଛି ।

ଟଙ୍କା ଆମେରକୀୟ ଡଲାର ତୁଳନାରେ 73.32ରେ ଖୋଲିଥିଲା । ପରେ କାରବାର ସମୟରେ ସର୍ବାଧିକ 73.31 ଓ ସର୍ବନିମ୍ନ 73.48 ରହିଛି । ଶେଷରେ ଟଙ୍କା ଏହାର ପୂର୍ବ କାରବାର ବନ୍ଦ ତୁଳନାରେ 18 ପଇସା ବଢି ଡଲାର ପ୍ରତି 73.37 ରେ ବନ୍ଦ ହୋଇଛି । ସୋମବାର ବଜାର ବନ୍ଦ ସମୟରେ ଟଙ୍କାର ବିନିମୟ ଦର ଡଲାର ପ୍ରତି 73.55 ଥିଲା ।

6 ପ୍ରମୁଖ ମୁଦ୍ରା ତୁଳନାରେ ଡଲାର ସ୍ଥିତି ଦର୍ଶାଉଥିବା ଡଲାର ସୂଚକାଙ୍କ 0.28 ପ୍ରତିଶତ ବୃଦ୍ଧିର ସହ 91.29 ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.