ETV Bharat / business

ଡଲାର ଉପରମୁହାଁ, କମୁଛି ଟଙ୍କା ମୂଲ୍ୟ - Rupee falls 27 paise

ବଜାରରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ଦୁର୍ବଳ ହୋଇ 74.18 ରେ ଖୋଲିଥିଲା । ଶେଷରେ ଟଙ୍କା 74.37 ରେ ବନ୍ଦ ହୋଇଛି । ଅଧିକ ପଢନ୍ତୁ..

ଡଲାର ଉପରମୁହାଁ, କମୁଛି ଟଙ୍କା ମୂଲ୍ୟ
ଡଲାର ଉପରମୁହାଁ, କମୁଛି ଟଙ୍କା ମୂଲ୍ୟ
author img

By

Published : Jun 22, 2021, 7:50 PM IST

ମୁମ୍ବାଇ: ପ୍ରମୁଖ ବିଦେଶୀ ମୁଦ୍ରା ତୁଳନାରେ ଡଲାର ସୁଦୃଢ । ଫଳରେ ଲଗାତାର ଦ୍ବିତୀୟ ଦିନରେ ଆମେରକୀୟ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ହୋଇଛି । ଅନ୍ତରବ୍ୟାଙ୍କ ବିଦେଶୀ ବିନିମୟ ବଜାରରେ ମଙ୍ଗଳବାର ଟଙ୍କା 27 ପଇସା ଦୁର୍ବଳ ହୋଇ 74.37ରେ ବନ୍ଦ ହୋଇଛି ।

ବଜାରରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ଦୁର୍ବଳ ହୋଇ 74.18 ରେ ଖୋଲିଥିଲା । ଶେଷରେ ଟଙ୍କା 74.37 ରେ ବନ୍ଦ ହୋଇଛି । ଯାହାକି ଗତ ବନ୍ଦ ତୁଳନାରେ 27 ପଇସା କମିଛି ।

ସୋମବାର ଡଲାର ତୁଳନାରେ ଟଙ୍କା 74.10 ରେ ବନ୍ଦ ହୋଇଥିଲା । ଦିନରେ ଡଲାର 74.05-74.40 ଟଙ୍କା ମଧ୍ୟରେ କାରବାର କରୁଥିଲା । ତେବେ ଆଜିର ହ୍ରାସକୁ ମିଶାଇଲେ 2 ଦିନରେ ମୋଟ 51 ପଇସା ଖସିଛି ଟଙ୍କା ।

ଏଥିମଧ୍ୟରେ ଛଅ ପ୍ରମୁଖ ମୁଦ୍ରା ତୁଳନାରେ ଆମେରକୀୟ ଡଲାର ସ୍ଥିତି ଦର୍ଶାଉଥିବା ଡଲାର ସୂଚକାଙ୍କ 0.22 ପ୍ରତିଶତ ବଢି 92.09 ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.