ETV Bharat / business

ଡଲାର ତୁଳନାରେ ଟଙ୍କାର ଜବରଦସ୍ତ ପ୍ରଦର୍ଶନ, ଭାଙ୍ଗିଲା 8 ମାସର ରେକର୍ଡ

ଶୁକ୍ରବାର ଡଲାର ପ୍ରତି ଟଙ୍କାର ମୂଲ୍ୟ 29 ପଇସା ମଜବୁତ ହୋଇ 72.83 ରେ ବନ୍ଦ ହୋଇଛି । ଯାହାକି 8 ମାସର ସର୍ବୋଚ୍ଚ ସ୍ତର । ଅଧିକ ପଢନ୍ତୁ..

ଟଙ୍କାର ଜବରଦସ୍ତ ପ୍ରଦର୍ଶ, ଭାଙ୍ଗିଲା 8 ମାସର ରେକର୍ଡ

author img

By

Published : May 21, 2021, 9:56 PM IST

ମୁମ୍ବାଇ: ଆମେରକୀୟ ଡଲାର ତୁଳନାରେ ଟଙ୍କାର ଜୋରଦାର ପ୍ରଦର୍ଶନ । ଘରୋଇ ସେୟାର ବଜାରରେ କାରବାର ବୃଦ୍ଧି ମଧ୍ୟରେ ବିଦେଶୀ ମୁଦ୍ରା ବିନିମୟ ବଜାରରେ ଟଙ୍କା ସୁଦୃଢ ହୋଇଛି । ଶୁକ୍ରବାର ଡଲାର ପ୍ରତି ଟଙ୍କାର ମୂଲ୍ୟ 29 ପଇସା ମଜବୁତ ହୋଇ 72.83 ରେ ବନ୍ଦ ହୋଇଛି । ଯାହାକି 8 ମାସର ସର୍ବୋଚ୍ଚ ସ୍ତର ।

ଅନ୍ତରବ୍ୟାଙ୍କ ବିଦେଶୀମୁଦ୍ରା ବିନିମୟ ବଜାରରେ ଆଜି ସକାଳୁ ଡଲାର ତୁଳନାରେ 72.98 ଟଙ୍କାରେ କାରବାର ଆରମ୍ଭ ହୋଇଥିଲା ବେଳେ ଶେଷ ସୁଦ୍ଧା ଏହା 29 ପଇସା ବଢି ବନ୍ଦ ହୋଇଛି ।

ଟଙ୍କା ସୁଦୃଢ ହୋଇ ଡଲାର ପ୍ରତି 72.83 ଟଙ୍କା ରହିଛି । ଏହି ସ୍ତର ମାର୍ଚ୍ଚ 26 ପରେ ଦେଖିବାକୁ ମିଳିନି । ସାପ୍ତାହିକ ଆଧାରରେ ଆମେରକୀୟ ଡଲାର ତୁଳନାରେ ଟଙ୍କାରେ 46 ପଇସା ବୃଦ୍ଧି ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.