ETV Bharat / business

ପ୍ରଥମ ଥର 2000 ଟଙ୍କା ସ୍ତର ଛୁଇଁଲା RIL ସେୟାର

author img

By

Published : Jul 22, 2020, 5:57 PM IST

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ସେୟାରରେ ଜବଦସ୍ତ ଅଭିବୃଦ୍ଧି । 4 ମାସର ରେକର୍ଡ ଭାଙ୍ଗି ସର୍ବୋଚ୍ଚ ସ୍ତରରେ ଆରଆଇଏଲ ସେୟାର ଭେଲ୍ୟୁ । 2.7 ଲକ୍ଷ କୋଟି ହେଲା ମାର୍କେଟ କ୍ୟାପ । ଅଧିକ ପଢନ୍ତୁ..

ପ୍ରଥମ ଥର 2000 ଟଙ୍କା ସ୍ତର ଛୁଇଁଲା RIL ସେୟାର
ପ୍ରଥମ ଥର 2000 ଟଙ୍କା ସ୍ତର ଛୁଇଁଲା RIL ସେୟାର

ନୂଆଦିଲ୍ଲୀ: ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ସେୟାରରେ ଐତିହାସିକ ବୃଦ୍ଧି । ବୁଧବାର କାରବାର ମଧ୍ୟରେ ଆରଆଇଏଲ ସେୟାର ପାଖାପାଖୀ 1.7 ପ୍ରତିଶତ ମଜବୁତ ହୋଇ ପ୍ରଥମ ଥର 2000 ସ୍ତର ପାର କରିଛି । ସେୟାର ଆଜି 2100 ସହ ନୂଆ ରେକର୍ଡ କରିଛି ।

ଏଥିସହ ଆରଆଇଏଲର ମାର୍କେଟ କ୍ୟାପ( ବଜାର ପୁଞ୍ଜିକରଣ) 12.7 ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ମାର୍ଚ୍ଚ 23 କୁ ଦେଖିବା ଯଦି ତେବେ ଆଦି 4 ମାସରେ କମ୍ପାନୀ ସେୟାରରେ 132 ପ୍ରତିଶତ ବୃଦ୍ଧି ହୋଇଛି । ସେହି ସମୟରେ କୋରୋନା ସଙ୍କଟ ଯୋଗୁଁ କମ୍ପାନୀ ସେୟାର ଭେଲ୍ୟୁ 867 ଟଙ୍କା ସ୍ତର ପାର କରିଥିଲା । ଯାହାକି 1 ବର୍ଷର ସର୍ବନିମ୍ନ ସ୍ତର ।

ତେବେ ଏହା ପରଠୁ କମ୍ପାନୀ ସେୟାରରେ ଲଗାତାର ଅଭିବୃଦ୍ଧି ଦେଖିବାକୁ ମିଳିଛି । ଏ ମାସର ଶେଷରେ ଆରଆଇଏଲ ନିଜ ତ୍ରୟମାସିତ ଫଳାଫଳ ମଧ୍ୟ ଜାରି କରିବାକୁ ଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.