ETV Bharat / business

ଜବରଦସ୍ତ ଫିଚର ଓ ଅଫରରେ ଆସିଲା ରେଡମି ନୋଟ୍ 9 ପ୍ରୋ ଓ ମ୍ୟାକ୍ସ

author img

By

Published : May 13, 2020, 7:37 AM IST

ରେଡମି ନୋଟ୍ 9 ପ୍ରୋ ଏବଂ ରେଡମି ନୋଟ୍ 9 ପ୍ରୋ ମ୍ୟାକ୍ସ ବିକ୍ରୟ ବିଷୟରେ ରେଡମି ଇଣ୍ଡିଆ ଟ୍ୱିଟ୍ କରି ସୂଚନା ଦେଇଛି । ମଙ୍ଗଳବାର ଠୁ ଆପଣ ଏହି ସ୍ମାର୍ଟ ଫୋନ୍ଗୁଡ଼ିକୁ mi.com ଏବଂ amazon.in ରୁ କିଣିପାରିବେ।

Redmi Note 9 Pro and Redmi Note 9 Pro Max on Sale today, 12 May
ଜବରଦସ୍ତ ଫିଚର ଓ ଅଫରରେ ଆସିଲା ରେଡମି ନୋଟ୍ 9 ପ୍ରୋ ଓ ମ୍ୟାକ୍ସ

ହାଇଦ୍ରାବାଦ୍: ରେଡମି ନୋଟ୍ 9 ପ୍ରୋ ଏବଂ ରେଡମି ନୋଟ୍ 9 ପ୍ରୋ ମ୍ୟାକ୍ସ ବିକ୍ରୟ ବିଷୟରେ ରେଡମି ଇଣ୍ଡିଆ ଟ୍ୱିଟ୍ କରି ସୂଚନା ଦେଇଛି । ମଙ୍ଗଳବାର ଠୁ ଆପଣ ଏହି ସ୍ମାର୍ଟ ଫୋନ୍ଗୁଡ଼ିକୁ mi.com ଏବଂ amazon.in ରୁ କିଣିପାରିବେ। ଏହି ସମସ୍ତ ମୋବାଇଲର କ୍ରୟ ଉପରେ ସ୍ବତନ୍ତ୍ର ରିହାତି ସହ ଆକର୍ଷଣୀୟ ଫିଚର ରହିଛି।

ତେବେ ଆସନ୍ତୁ ଜାଣିବା ରେଡମି ନୋଟ୍ 9 ପ୍ରୋର ଫିଚର୍ ବିଷୟରେ....

  • ଏହି ଫୋନର 64 ମେଗାପିକ୍ସେଲ ଏଆଇ କ୍ବାଡ୍ କ୍ୟାମେରା ରହିଛି।
  • ଏହାସହ 3.26 ମିଟର ଉଚ୍ଚତାର ପ୍ରିଣ୍ଟିଂ ସିଷ୍ଟମ ରହିଛି। ପ୍ରଣ୍ଟ କ୍ୟାମେରା 16 ମେଗା ପିକ୍ସୋଲ ରହିଛି।
  • 4 କେ ର ମୁଭି ଫ୍ରେମ, ସ୍ଲୋ ମୋସନ, ମାକ୍ରୋ ଓ ନାଇଟ୍ ମୋଡ ସିନେମାଟିକ୍ ପୋଟ୍ରେଟ ରହିଛି। ଯାହାକୁ ଆପଣ ସୁଟିଂ ସମୟରେ ବ୍ୟବହାର କରିପାରିବେ।
  • ପ୍ରୋ ଭିଡିଓ ଫିଚରରେ ଆପଣ ଜୁମ୍, ଫୋକସ ପିକିଂ, ଓ ଏକ୍ସପୋଜର ଆଡଜଷ୍ଟମେଣ୍ଟ କରିପାରିବେ।
  • 720G କ୍ୱାଲକମ୍ ସ୍ନାପଡ୍ରାଗନ୍ ଓ 8 ଏନଏମ ଦକ୍ଷତା ବିଶିଷ୍ଟ ପ୍ରୋସେସର ରହିଛି। 2X2 ମିମୋ ୱାଇଫାଇ।
  • ଆଡ୍ରେନୋ 618 ଏଲିଟ୍ ଗେମିଂ, ଦ୍ରୁତ ଗ୍ରାଫିକ୍ସ ରେଣ୍ଡରିଂ, ଗେମ୍ ଜ୍ୟାକ୍ ରିଡ୍ୟୁସର, ଗେମ୍ ଜ୍ୟାକ୍ ଲୋଡର୍ @ v1.0, ସିନେମା କ୍ବାଲିଟି ରହିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.