ETV Bharat / business

ଫୋନ ପେ: 5 ବିଲିୟନରୁ ଉର୍ଦ୍ଧ୍ବ ଟ୍ରାଞ୍ଜାକ୍ସନ

author img

By

Published : Dec 14, 2019, 6:37 PM IST

5 ବିଲିୟନରୁ ଉର୍ଦ୍ଧ୍ବ ଟ୍ରାଞ୍ଜାକ୍ସନରେ ସଫଳ ହୋଇଛି ଅନଲାଇନ ପେମେଣ୍ଟ ଆପ ଫୋନ ପେ । ଶୁକ୍ରବାର କମ୍ପାନୀ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

PhonePe crosses 5 billion transactions
ଫୋନ ପେ 5 ବିଲିୟନରୁ ଉର୍ଦ୍ଧ୍ବ ଟ୍ରାଞ୍ଜାକ୍ସନ

ବେଙ୍ଗାଲୁରୁ: 5 ବିଲିୟନରୁ ଉର୍ଦ୍ଧ୍ବ ଟ୍ରାଞ୍ଜାକ୍ସନରେ ସଫଳ ହୋଇଛି ଅନଲାଇନ ପେମେଣ୍ଟ ଆପ ଫୋନ ପେ। ଶୁକ୍ରବାର କମ୍ପାନୀ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ଏକ ବୟାନ ଜାରି କରି କମ୍ପାନୀ କହିଛି ଯେ, ଗତ ବର୍ଷ ନଭେମ୍ବରରେ ବେଙ୍ଗାଲୁରୁ ସ୍ଥିତ ହେଡକ୍ବାରର୍ସ 1 ଅରବ ଟ୍ରାଞ୍ଜାକ୍ସନର ମାଇଲଷ୍ଟୋକୁ ପାର କରିଛି । ଏଥିସହ ମାତ୍ର ବର୍ଷକରେ 5 ଗୁଣାରୁ ଉର୍ଦ୍ଧ୍ବ ଅଦ୍ଭୂତପୂର୍ବ ସଫଳତା ହାସଲ କରିଛି।

ଫୋନ ପେ ର ସଂସ୍ଥାପକ ତଥା ସିଇଓ ସମୀର ନିଗମ କହିଛନ୍ତି ଯେ, ଗତ 4 ବର୍ଷରେ ଆମର ଯାତ୍ରା ଅବିଶ୍ବସନୀୟ ରହିଛି। ଏଥିସହ କେବଳ ପ୍ଲାର୍ଟଫର୍ମର ଅଭିବୃଦ୍ଧି ସମ୍ବନ୍ଧରେ ନୁହେଁ ବରଂ ସେହି ସାମାଜିକ ପ୍ରଭାବକୁ ଅନୁଭବ କରିପାରିଛୁ । ଯାହା ଆର୍ଥିକ ସେବା ପ୍ରଦାନ କରିପାରୁଛି ।ଦେଶରେ ଡିଜିଟାଲ ପେମେଣ୍ଟର 17.5 କୋଟି ରେଜିଷ୍ଟ୍ରେଡ ୟୁଜର୍ସ ରହିଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.