ETV Bharat / business

ନଭେମ୍ବରରେ କମିଲା ପାସେଞ୍ଜର ଯାନ ବିକ୍ରି

author img

By

Published : Dec 10, 2019, 2:32 PM IST

ନଭେମ୍ବରରେ ଘରୋଇ ପାସେଞ୍ଜର ବିକ୍ରି 0.84 ପ୍ରତିଶତ କମି 2,63,773 ୟୁନିଟ ରହିଛି । ଯାହାକି ଗୋଟିଏ ବର୍ଷ ତଳେ 2,66,000 ୟୁନିଟ ରହିଥିଲା ।

Passenger vehicle sales decline marginally in November
ନଭେମ୍ବରରେ କମିଲା ପାସେଞ୍ଜର ଯାନ ବିକ୍ରି

ନୂଆଦିଲ୍ଲୀ: ନଭେମ୍ବରରେ ଘରୋଇ ପାସେଞ୍ଜର ବିକ୍ରି 0.84 ପ୍ରତିଶତ କମି 2,63,773 ୟୁନିଟ ରହିଛି । ଯାହାକି ଗୋଟିଏ ବର୍ଷ ତଳେ 2,66,000 ୟୁନିଟ ରହିଥିଲା ।

ସୋସାଇଟି ଅଫ ଇଣ୍ଡିଆନ ଅଟୋମୋଇଲ ମ୍ୟାନୁଫେକ୍ଚର୍ସ (ସିଆମ) ଦ୍ବାରା ଜାରି ରିପୋର୍ଟ ମୁତାବକ, 2018 ନଭେମ୍ବରରେ ଘରୋଇ କାର ବିକ୍ରି 10.83 ପ୍ରତିଶତ ହ୍ରାସ ପାଇ 1,60,306 ୟୁନିଟ ରହିଛି । ଯାହାକି ନଭେମ୍ବର 2018ରେ 1,79,783 ୟୁନିଟ ଥିଲା ।

ଗତ ମାସରେ ମୋଟରଭେଇକଲ ବିକ୍ରି 14.87 ପ୍ରତିଶତ କମି 8,93,538 ୟୁନିଟ ରହିଛି । ଯାହାତି ଗତ ବର୍ଷ ଏହି ଅବଧିରେ 10,49,651 ୟୁନିଟ ଥିଲା । ସେହିପରି ନଭେମ୍ବରରେ ମୋଟ ଦୁଇ ଚକିଆ ଯାନ ବିକ୍ରି 14.27 ପ୍ରତିଶତ କମି 14,10,939 ୟୁନିଟ ରହିଛି । ଯାହା ବର୍ଷେ ପୂର୍ବେ 16,45,783 ୟୁନିଟ ଥିଲା ।

ସିଆମ କହିଛି ଯେ, ନଭେମ୍ବରରେ ବାଣିଜ୍ୟିକ ବାହାନ ବିକ୍ରି 14.98 ପ୍ରତିଶତ କମି 61,907 ରହିଛି ।

Intro:Body:

New Delhi, Dec 10 (PTI) Domestic passenger vehicle sales declined 0.84  per cent to 2,63,773 units in November from 2,66,000 units in the year-ago period.

       Domestic car sales were down 10.83 per cent to 1,60,306 units as against 1,79,783 units in November 2018, according to data released by the Society of Indian Automobile Manufacturers (SIAM).

     Motorcycle sales last month declined 14.87 per cent to 8,93,538 units as against 10,49,651 units a year earlier.

     Total two-wheeler sales in November declined 14.27 per cent to 14,10,939 units compared to 16,45,783 units in the year-ago month.

     Sales of commercial vehicles were down 14.98 per cent to 61,907 units in November, SIAM said.

     Vehicle sales across categories registered a decline of 12.05 per cent to 17,92,415 units from 20,38,007 units in November 2018, it added.

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.