ETV Bharat / business

ଓପୋ ଆଣିଲା ଏଫ15, ଜାଣନ୍ତୁ କ’ଣ ରହିଛି ଫିଚର

ଭାରତରେ ଓପୋର ରିଫ୍ରେସ ଏଫ ସିରିଜ। ଗୁରୁବାର କମ୍ପାନୀ ପକ୍ଷରୁ ଭାରତରେ 19990 ଟଙ୍କା ଥିବା ଏଫ 15କୁ ଲଞ୍ଚ କରାଯାଇଛି।

author img

By

Published : Jan 17, 2020, 1:40 PM IST

oppo refreshes its f series in india for rs 19990
ଓପୋ ଆଣିଲା ଏଫ 15, ଜାଣନ୍ତୁ କଣ ରହିଛି ଫିଚର

ନୂଆଦିଲ୍ଲୀ: ଚାଇନା ହ୍ୟାଣ୍ଡସେଟ ନିର୍ମାତା କମ୍ପାନୀ ଓପୋ ଆଣିଲା ଏଫ 15 । ଗୁରୁବାର କମ୍ପାନୀ ପକ୍ଷରୁ ଭାରତରେ ଏହି ମଡେଲର ସ୍ମାର୍ଟଫୋନକୁ ଲଞ୍ଚ କରାଯାଇଛି। ଏହାର ଦାମ 19,990 ଟଙ୍କା ରହିଛି।

ଏହି ଡିଭାଇସରେ 8 ଜିବିର ରାମ୍ ଓ 128 ଜିବିର ଷ୍ଟୋରେଜ ରହିଛି । ମିଡିୟାଟେକ ପି70 ପ୍ରୋସେସର ଥିବା ଓପୋର ଏଫ15ରେ କମ୍ପାନୀ ନିଜର Wussy flash ଚାର୍ଜିଙ୍ଗ 3.0 ଫାଷ୍ଟ ଚାର୍ଜିଙ୍ଗ ଦେଇଛି। ଏହି ଡିଭାଇସ ୟୁନିକନ ହ୍ବାଇଟ ଓ ଲାଇଟିଙ୍ଗ ବ୍ଲାକ ରଙ୍ଗର ରହିଛି। ଜାନୁଆରୀ 24 ତାରିଖରୁ ଆମାଜନ ଇଣ୍ଡିଆ ଓ ଫ୍ଲିପକାର୍ଟରେ ଏହା ଉପଲବ୍ଧ ହେବ। ଏହା ବ୍ୟତୀତ ଏହା ସମସ୍ତ ଅଫଲାଇନ ରିଟେଲ ଷ୍ଟୋରରୁ ମଧ୍ୟ କିଣିଯାଇପାରିବ।

ଓପୋ ଇଣ୍ଡିଆର ପ୍ରଡକ୍ଟ ଆଣ୍ଡ ମାର୍କେଟିଙ୍ଗର ଭାଇସ ପ୍ରେସିଡେଣ୍ଟ ସୁମିତ ୱାଲିଆ କହିଛନ୍ତି ଯେ, ଓପୋ ଏଫ15 ଏକ ସିରିଜର ଏକ ନୂଆ ସଂସ୍କରଣ । ଏଥିରେ ଫନ, କ୍ରିଏଟିଭ, ସ୍ପିଡ ସହ ଅନପାରଲାଲ ଷ୍ଟାଇଡସ ଡିଜାଇନ ମଧ୍ୟ ଦିଆଯାଇଛି।

ଡିଭାଇସ 4000 ଏମଏଏଚର ବ୍ୟାଟେରୀ ସହ ରହିଥାଏ। ଏଥିରେ 48 ଏମପି ଅଲ୍ଟ୍ରା ୱାଇଡ Angle Marco Quadcom ଦିଆଯାଇଛି। ଏହାସହ ଅପୋ ଏଫ15ରେ 16 ଏମପିର ସେଲ୍ଫ କ୍ୟାମେରା ଏଫ/2.0 ଅପରଚର ମଧ୍ୟ ଉପଲବ୍ଧ ରହିଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.