ETV Bharat / business

ମାରୁତିର ରେକର୍ଡ, 1.57 ଲକ୍ଷ ସିଏନଜି ଗାଡି ବିକ୍ରି

author img

By

Published : Apr 14, 2021, 10:54 PM IST

ଏମଏସଆଇ ସିଏନଜିର 1.57 ୟୁନିଟ ଗାଡି ବିକ୍ରି ନେଇ କହିଛି କମ୍ପାନୀ । ଅଧିକ ପଢନ୍ତୁ..

Maruti Suzuki sells record 1.57 lakh CNG vehicles in FY20-21

ନୂଆଦିଲ୍ଲୀ: 2020-21 ରେ ଦେଶର ସର୍ବବୃହତ୍ତ କାର ନିର୍ମାତା କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ (ଏମଏସଆଇ) ର ସିଏନଜି ଗାଡି ରେକର୍ଡ ସଂଖ୍ୟକ ବିକ୍ରି କରିଛି । ଏମଏସଆଇ ସିଏନଜିର 1.57 ୟୁନିଟ ଗାଡି ବିକ୍ରି ନେଇ କହିଛି କମ୍ପାନୀ ।

ଏମଏସଆଇ ନିଜ ଫ୍ୟାକ୍ଟ୍ରିରେ ପ୍ରସ୍ତୁତ ସିଏନଜି କାର ବିକ୍ରି କରିଥାଏ । ଯେଉଁଥିଲେ ଅଲ୍ଟୋ, ସେଲେରିୟୋ , ୱାଗନ୍-ଆର, ଏସ୍-ପ୍ରେସୋ, ଇକୋ, ଏର୍ଟିଗା, ଟୁସ ଏବଂ ସୁପର କ୍ୟାରି ଭଳି ମଡେଲର ଅନ୍ତର୍ଭୁକ୍ତ ରହିଛି । ଏମଏସଆଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ( ମାର୍କେଟିଂ ଏବଂ ବିକ୍ରି) ଶଂଶାଙ୍କ ଶ୍ରୀବାସ୍ତବ କହିଛନ୍ତି ଯେ, ଆମେ ସିଏନଜିକୁ ଏକ ଏଭଳି ଟେକନିକ ଭାବେ ଦେଖୁଛୁ, ଯାହା ସବୁଜ ଇନ୍ଧନରେ ନୂଆ ମାନଦଣ୍ଡ ସ୍ଥାପନ କରିଛି । ମାରୁତି ସୁଜୁକି ନିଜ ଗ୍ରାହକଙ୍କୁ ଫ୍ୟାକ୍ଟ୍ରିରେ ତିଆରି CNG କାରଗୁଡିକ ବିଭିନ୍ନ ପ୍ରକାରର ବିକଳ୍ପ ପ୍ରଦାନ କରିଥାଏ ।

ସେ କହିଛନ୍ତି ଯେ ପେଟ୍ରୋଲ ଏବଂ ଡିଜେଲ ତୁଳନାରେ ସିଏନଜି ଶସ୍ତା ହୋଇଥିବାରୁ ଏହା ସବୁଠାରୁ ପସନ୍ଦଯୋଗ୍ୟ ବିକଳ୍ପ ଇନ୍ଧନରେ ପରିଣତ ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.