ETV Bharat / business

ଏବେ 1 ଟଙ୍କାରେ ମିଳିବ ହ୍ୟାଣ୍ଡ ସାନିଟାଇଜର

ତାବ୍ର ଗତିରେ କାୟା ବିସ୍ତାର କରୁଥିବା କୋରୋନାର ପ୍ରକୋପ ଦାଉରୁ ବଞ୍ଚିବା ପାଇଁ ଶୀଘ୍ର 1 ଟଙ୍କାରେ ସୀସା କିମ୍ବା ପାଉଚରେ ରେ ଉପଲବ୍ଧ ହେବ ସାନିଟାଇଜର ।

author img

By

Published : Mar 31, 2020, 5:39 PM IST

hand sanitisers to come in re 1 sachet
ଏବେ 1 ଟଙ୍କାରେ ମିଳିବ ହ୍ୟାଣ୍ଡ ସାନିଟାଇଜର

ନୂଆଦିଲ୍ଲୀ: ସାମ୍ପୁ, ଆଚାର ଭଳି ଏବେ ଆପଣଙ୍କୁ ମିଳିପାରିବ ପାଉଚ ସାନିଟାଇଜର । କୋରୋନା ଭାଇରସର ମୁକାବିଲାକୁ ନଜରରେ ରଖି ଆବଶ୍ୟକୀୟ ସାନିଟାଇଜରର ଉପଲବ୍ଧି ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି ।

ତାବ୍ର ଗତିରେ କାୟା ବିସ୍ତାର କରୁଥିବା କୋରୋନାର ପ୍ରକୋପକୁ କମାଇବ ପାଇଁ କେବିନ କେୟାର ପ୍ରାଇଭେଟ ଲିମିଟେଡ ପକ୍ଷରୁ ଶୀଘ୍ର ଚିକ ବ୍ରାଣ୍ଡ ଅଧିନରେ ଏହି ପାଉଚ(sachet) ସାନିଟାଇଜରକୁ ଲଞ୍ଚ କରାଯିବ । ଏହାର ଦାମ 1 ଟଙ୍କା ରହିବ ।

ଯେଉଁ କମ୍ପାନୀ ସାନିଟାଇଜରର 5 ଲିଟର ପ୍ୟାକ ଲଞ୍ଚ କରିଛନ୍ତି, ସେମାନଙ୍କ କହିବା ଅନୁଯାୟୀ ଶୀଘ୍ର ନିଜର ପର୍ସନାଲ କେୟାର ବ୍ରାଣ୍ଡସ ଚିକ, ନାଇଲ ଓ ରାଗା ଅଧିନରେ ଅନ୍ୟ ପ୍ୟାକେ ଉତ୍ପାଦ ଲଞ୍ଚ କରିବେ ।

ସିକେ କ୍ୟାଭନକେୟାର ଅଧ୍ୟକ୍ଷ ଓ ପ୍ରବନ୍ଧ ନିର୍ଦ୍ଦେଶତ ରଙ୍ଗନାଥନ ନିଜ ବୟାନରେ କହିଛନ୍ତି ଯେ, ଏହା କେବଳ କୌଣସି ଏଖ ଉତ୍ପାଦର ଲଞ୍ଚ ନୁହେଁ ବରଂ ଏହା ଏପରି ଏକ ସେବା ଯାହା ଆମ ଦେଶର ପ୍ରତିଟି ନାଗିରିକର ସୁରକ୍ଷା ପାଇଁ ଆରମ୍ଭ କରିବାକୁ ଯାଉଛୁ । ’’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.