ETV Bharat / business

50 ହଜାର ଟଙ୍କା ନିକଟତର ସୁନା - 50 ହଜାର ଟଙ୍କା ନିକଟତର ସୁନା

ଲମ୍ବା ଲମ୍ଫ ମାରିଲା ସୁନା ଦାମ । ରେକର୍ଡ ସ୍ତରରେ ପହଞ୍ଚିବା ସହ 50 ହଜାର ନିକଟତର ହେଲାଣି ସୁନା ଦାମ । ଅଧିକ ପଢନ୍ତୁ..

Gold inches closer to Rs 50,000 per 10 grams

author img

By

Published : Jul 2, 2020, 12:37 PM IST

ନୂଆଦିଲ୍ଲୀ: କୋରୋନା ସଙ୍କଟ ମଧ୍ୟରେ ନିବେଶର ସୁରକ୍ଷିତ ମାଧ୍ୟମ ସୁନା । ପୁଞ୍ଜି ବଜାରରେ ଅନିଶ୍ଚିତତା ମଧ୍ୟରେ ଏହାର ଚାହିଦା ବଢିବାରେ ଲାଗିଛି । ଏପଟେ ଚାହିଦା ପରିମାଣ ବଢୁଥିବାରୁ ଦାମ ମଧ୍ୟ ରେକର୍ଡ ସ୍ତରରେ ପହଞ୍ଚିଲାଣି ।

ବୁଧବାର ସୁନା ଦାମ 10 ଗ୍ରାମ ପିଛା 647 ଟଙ୍କା ବୃଦ୍ଧି ପାଇ 49,908 ଟଙ୍କା ରହିଛି । ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଦାମ ମହଙ୍ଗା ଯୋଗୁଁ ଏହାର ପ୍ରଭାବ ଘରୋଇ ବଜାରରେ ଦେଖିବାକୁ ମିଳିଛି । HDFC ସିକ୍ୟୁରିଟି ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି ।

ଗତ କାରବାରରେ ମୁଲ୍ୟବାନ ଧାକୁ ସୁନା 10 ଗ୍ରାମ ପିଛା ବୃଦ୍ଧି ପାଇ 49,261 ଟଙ୍କା ରହିଥିଲ । ସେହିପରି ରୂପା ଦାମ କିଲୋ ପିଛା 1,611 ଟଙ୍କା ବଢି ସହ 51,870 ଟଙ୍କା ରହିଛି ।

ଏ ବର୍ଷ ଆରମ୍ଭରୁ ଏଭେ ସୁଦ୍ଧା ସୁନା ଦରରେ ପ୍ରାୟ 25 ପ୍ରତିଶତ ବୃଦ୍ଧି ହୋଇଛି । ତେବେ ଦାମ ବଢୁଥିବାରୁ ଖୁଚୁରା ଚାହିଦା ହ୍ରାସ ପାଉଛି । ସେପେଟ କୋଭିଡ-19 କଟକଣା ଓ ଲକଡାଉନ ମଧ୍ୟରେ ସୁନା ଦୋକାନ ବନ୍ଦ ରହିଥିବାରୁ ପର୍ବପର୍ବାଣୀ ଓ ବିବାହ ସିଜନରେ ମଧ୍ୟ ସୁନା ବେପାରୀଙ୍କ ହାତ ଖାଲି ପଡିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.