ETV Bharat / business

ନିବେଶକକଙ୍କୁ ସତର୍କ କଲା BSE ଓ NSE - ବଜାରରେ ନଗଦବୀହିନ ସେୟାର

ପ୍ରାୟ 480 ନଗଦବୀହିନ( ଅବୈଧ) ସେୟାର କ୍ରୟ ସମୟରେ ଅଧିକ ସାବଧାନ ରହିବା ପାଇଁ ନିବେଶକଙ୍କୁ ପରାମର୍ଶ ଦେଇଛି ବିଏସଇ ଓ ଏନଏସଇ । ଅଧିକ ପଢନ୍ତୁ..

bse and nse caution investors
ନିବେଶକକଙ୍କୁ ସତର୍କ କଲା BSE ଓ NSE
author img

By

Published : Apr 9, 2020, 6:30 PM IST

ନୂଆଦିଲ୍ଲୀ: ବଜାରରେ କୋରୋନା ଭାଇରସ ଝଡ ମଧ୍ୟରେ ବିଏସଇ (ବମ୍ବେ ଷ୍ଟକ ଏକ୍ସଚେଞ୍ଜ) ଓ ଏନଏସଇ(ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ) ନିବେଶକଙ୍କୁ କରାଇଲେ ସତର୍କ । ପ୍ରାୟ 480 ନଗଦବୀହିନ( ଅବୈଧ) ସେୟାର କ୍ରୟ ସମୟରେ ଅଧିକ ସାବଧାନ ରହିବା ପାଇଁ ନିବେଶକଙ୍କୁ ପରାମର୍ଶ ଦେଇଛି ବିଏସଇ ଓ ଏନଏସଇ ।

ନଗଦବୀହିନ ସେୟାରରେ ସୀମିତ ବାଣିଜ୍ୟ ହୋଇଥାଏ ଏବଂ ତାହାକୁ ସହଜରେ ବିକ୍ରି କରାଯାଇପାରିବ ନାହିଁ । ଏହି ଷ୍ଟକ ଗୁଡିକ ବହୁତ ବିପଦପୂର୍ଣ୍ଣ ଏବଂ ଏମାନଙ୍କ ବଦଳରେ ନଗଦ ଧନ ରାଶି ପାଇବା ଅତ୍ୟନ୍ତ କଷ୍ଟକର । ଏଣୁ ଉଭୟ ସେୟାର ବଜାରରେ ସମାନ ସର୍କୁଲାରରେ କହିଛନ୍ତି ଯେ, ଏହି ସେୟାର କିଣିବା ପୂର୍ବରୁ ଅଧିକ ଯାଞ୍ଚ, ଅନୁସନ୍ଧାନ କରିବା ଆବଶ୍ୟକ ।

ବିଏସଇ ରେ 440 ଟି ସେୟାର ଏବଂ ଏନଏସଇ ରେ 38 ଟି ତାଲିକାଭୁକ୍ତ ହୋଇଛି ଯେଉଁଠାରେ ଅତିରିକ୍ତ ଅନୁସନ୍ଧାନ ଆବଶ୍ୟକ । ଏହି ଷ୍ଟକଗୁଡିକରେ ଶ୍ୟାମ ଟେଲିକମ୍, ଗ୍ଲୋବାଲ୍ ଅଫଶୋର ସର୍ଭିସେସ୍, ଡିସିଏମ ଫାଇନ୍ସାସିଆଲ ସର୍ଭିସ , କ୍ରିଏଟିଭ ଆଇ ଏବଂ ନ୍ୟାସନାଲ ଷ୍ଟିଲ୍ ଆଣ୍ଡ ଏଗ୍ରୋ ଇଣ୍ଡଷ୍ଟ୍ରିଜ୍ ସାମିଲ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.