ETV Bharat / business

ମେ ମାସରେ ହୋଲସେଲ ମୁଦ୍ରାସ୍ପୀତିରେ 3.21 ପ୍ରତିଶତ ହ୍ରାସ - WPI

ଗତ ବର୍ଷ ମେ ମାସ ତୁଳନାରେ ଏ ବର୍ଷ ମେ ମାସରେ ହୋଲସେଲ ମୁଦ୍ରାସ୍ପୀତି ହାର 3.21 ପ୍ରତିଶତ ହ୍ରାସ ପାଇଛି । ହେଲେ ଖାଦ୍ୟ ସାମଗ୍ରୀ ଦାମ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ..

WPI inflation falls 3.21% in May
ମେ ମାସରେ ହୋଲସେଲ ମୁଦ୍ରାସ୍ପିତୀରେ 3.21 ପ୍ରତିଶତ ହ୍ରାସ
author img

By

Published : Jun 15, 2020, 1:36 PM IST

ନୂଆଦିଲ୍ଲୀ: ଇନ୍ଧନ ଓ ବିଦ୍ୟୁତ ଦାମ କମିଥିବା ଯୋଗୁଁ ମେ ମାସରେ ହୋଲସେଲ ମୂଲ୍ୟ ଉପରେ ଆଧାରିତ ମୁଦ୍ରାସ୍ପୀତିରେ 3.21 ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି । ତେବେ ଏହି ସମୟରେ ଖାଦ୍ୟ ସାମଗ୍ରୀ ଦାମରେ ବୃଦ୍ଧି ଦେଖିବାକୁ ମିଳିଛି ।

ସୋମବାର ହୋଲସେଲ ମୂଲ୍ୟ ସୂଚକାଙ୍କ (ଡବ୍ଲୁପିଆଇ) ଆଧାର କରି ମୁଦ୍ରାସ୍ପୀତି ରିପୋର୍ଟ ପ୍ରକାଶ ପାଇଛି । ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରାଳୟ ଦ୍ବାରା ଜାରି ବିବୃତ୍ତିରେ କୁହାଯାଇଛି କି ମେ ମାସରେ WPIରେ ବାର୍ଷିକ ଆଧାରରେ 3.21 ପ୍ରତିଶତ ହ୍ରାସ ହୋଇଛି । ଗତ ବର୍ଷ ଅର୍ଥାତ 2019 ମେ ମାସରେ ଏହା 2.79 ପ୍ରତିଶତ ଥିଲା ।

ତେବେ ଏପ୍ରିଲ ମାସରେ ମଧ୍ୟ ଖାଦ୍ୟ ସାମଗ୍ରୀର ହୋଲସେଲ ମୁଦ୍ରାସ୍ପୀତି 2.55 ପ୍ରତିଶତରେ ରହିଥିଲା ।

ଖାଦ୍ୟ ସାମଗ୍ରୀ, ଇନ୍ଧନ, ବିଦ୍ୟୁତ ଦାମ କମିଥିବାରୁ ଏପ୍ରିଲରେ ହୋଲସେଲ ମୁଦ୍ରାସ୍ଫୀତି ହାର ହ୍ରାସ ପାଇଥିଲା । ପ୍ରତି ସପ୍ତାହରେ ମୁଦ୍ରାସ୍ପୀତି ତଥ୍ୟ ସଂଗ୍ରହ କରି ମାସିକ ଆଧାରରେ ଏହି ରିପୋର୍ଟ ପ୍ରକାଶ କରାଯାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.