ହାଇଦ୍ରାବାଦ: ମାନ୍ଦାବସ୍ଥା, ଲୋକଙ୍କ ଜୀବନ ଶୈଳୀରେ ପ୍ରହସନ ସାଜିଛି ଏହି ମାନ୍ଦାବସ୍ଥା । ଖସିବାରେ ଲାଗିଛି ଦେଶର ଅଭିବୃଦ୍ଧି ହାର । ଏଥିଯୋଗୁଁ ବହୁ ଲୋକ ରୋଜଗାର ହରାଇଛନ୍ତି । ହଜାର ହଜାର ଶ୍ରମିକ ବେକାରୀ ହେଲେଣି । ଯେଥିପାଇଁ ଦେଶର ସଙ୍କଟ ବଢିବାରେ ଲାଗିଛି । ଲୋକଙ୍କ ଖର୍ଚ୍ଚ କରିବାର କ୍ଷମତା ସଙ୍କୁଚିତ ହେଉଛି । ଆଉ ଏହାର କାରଣ ହେଉଛି ଆୟହ୍ରାସ । ଫଳରେ ଅଧିକ ଜିନିଷ କିଣିବାକୁ ମଧ୍ୟ ଲୋକେ ଇଚ୍ଛା କରୁନାହାନ୍ତି । ସେହିପରି ଜିଏସଟି ଆଦାୟ ମଧ୍ୟ ଲଗାତାର କମିଚାଲିଛି । କାରଣ ଲୋକଙ୍କ କ୍ରୟ କ୍ଷମତା ପରିମାଣ ହିଁ କର ଧାର୍ଯ୍ୟ କରିଥାଏ ।
ଏପଟେ ବଡବଡ ଉଦୌଗ ବି କୌଣସି ଉତ୍ପାଦର ନିର୍ମାଣ ପାଇଁ ଆଉ ସକ୍ଷମ ନୁହନ୍ତି । ଏହାଦ୍ବାରା ଚାହିଦା ଓ ଯୋଗାଣରେ ଭାରିମାତ୍ରାରେ ପାର୍ଥକ୍ୟ ଦେଖାଦେଉଛି । ଏହି କାରଣକୁ ରାଜ୍ୟ ଓ କେନ୍ଦ୍ର ସରକାର ଗଭୀର ଆର୍ଥିକ ସମସ୍ୟାକୁ ସୁଧାରିବାକୁ ପ୍ରୟାସ କରୁଛନ୍ତି ।
ଜିଏସଟି ଅଧିନିୟମ ଅନୁସାରେ, କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ଭିନ୍ନ ଭିନ୍ନ ଆବଶ୍ୟକୀୟ ରାଶିକୁ ଭରିବାକୁ ହେବ । ଯାହାକି 14 ପ୍ରତିଶତରୁ କମ ରାଜ୍ୟ ଟିକସ ସଂଗ୍ରହ ପାଇଁ ସକ୍ଷମ ହୋଇପାରିବ । କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପ୍ରତି ଦ୍ବିମାସିକ ଆଧାରରେ ଏହି ଟଙ୍କାକୁ ଦେଇଥାନ୍ତି । ଚଳିତ ବର୍ଷ ଜୁନ-ଜୁଲାଇରେ କେନ୍ଦ୍ର ସରକାର ରାଜ୍ୟକୁ ପାଖାପାଖୀ 28 କୋଟି ଦେବାକୁ ଜଣାଇଛନ୍ତି । ଏପରି ଆଗକୁ କରରୁ ଅକ୍ଟୋବରରେ 40 କୋଟି ଟଙ୍କା ପ୍ରାପ୍ତ ହେବା ନେଇ ଆଶା ରହିଛି । କାରଣ ଅଗଷ୍ଟ -ସେପ୍ଟେମ୍ବରରେ ଯେଉଁ ବକେୟା ଅଛି, ତାହା ରସିଦବୀହିନ । ଏହା ରାଜ୍ୟଗୁଡିକୁ ବିପଦକୁ ଠେଲୁଛି ।
କେରଳରେ ଓଭରଡ୍ରାଫ୍ଟ ବ୍ୟବହାରର ବିକଳ୍ପ ରହିଛି । ଋଣ ମାନଦଣ୍ଡର ଗୁଣାବଳୀ ପାର କରିବା ପରେ ରାଜ୍ୟ ପ୍ରଶାସନକୁ ଭୁଲ ଦିଆଯାଇଛି । ଜିଏସଟି କାର୍ଯ୍ୟକାରୀ ପରେ ନୂଆଦିଲ୍ଲୀ, ରାଜସ୍ଥାନ, ପଞ୍ଜାବ, କେରଳ, ପଶ୍ଚିମବଙ୍ଗ ଆଦି 5ଟି ରାଜ୍ୟ ଜିଏସଟି ପରିଷଦ ବୈଠକର ଦାବି କରିଛି । ବର୍ତ୍ତମାନ ସ୍ଥିତିରେ ଯେଉଁଥିରେ କର୍ପୋରେଟ କରକୁ ବି ରାଜ୍ୟ ଦ୍ବାରା ହାସଲ କରାଯାଇ ପାରୁନାହିଁ, ସେଠାରେ ରାଜ୍ୟ ଏକ ମଜବୁତ ଅସ୍ତ୍ରର ଦାବି କରୁଛି । ଯେପରି ଏପରି ବିଷୟକୁ ଦୂର କରାଯାଇପାରିବ । ଯାହାକି ରାଜ୍ୟର ନିୟନ୍ତ୍ରଣ ବାହାରେ ।
ଏହି ବର୍ଷ ଆଶା ରହିଛି ଯେ, ମୋଟ କରରୁ କେନ୍ଦ୍ର ସରକାରଙ୍କ ରାଜସ୍ବରୁ ପାଖାପାଖୀ 2 ଲକ୍ଷ କୋଟି ଟଙ୍କା କମିଛି । ସମ୍ବାବନା ଅଛି କି, ଆର୍ଥିକ ସଙ୍କଟ ଦୂର କରିବାକୁ ପଞ୍ଚଦଶ ଅର୍ଥ ଆୟୋଗର ରିପୋର୍ଟ ବଡ ଭୂମିକା ତୁଲାଇପାରେ । ଯଦି ଆମେ ବିଭିନ୍ନ ସମାଚାର ପ୍ରସାରଣକୁ ଦୃଷ୍ଟି ଦେବା ତେବେ ଏନ. କେ. ସିଂହଙ୍କ ତତ୍ତ୍ବାବଧାନରେ ଆୟୋଗର ରିପୋର୍ଟ ଜାରି ନେଇ ଯେଉଁ ସମୟ ଧାର୍ଯ୍ୟ ହୋଇଥିଲା, ତାହା ବିଳମ୍ବ ହେଉଛି । ଏଥିଯୋଗୁଁ ରାଜ୍ୟଗୁଡିକୁ କ୍ଷତି ସହିବାକୁ ପଡୁଛି ।
2015 ମସହାରେ ଚତୁର୍ଦ୍ଦଶ ଅର୍ଥ ଆୟୋଗର ସ୍ଥାପନା ନେଇ ଆବେଦନ ହୋଇଥିଲା । ତା ଅନୁସାରେ ତତ୍କାଳୀନ ଏନଡିଏ ସରକାର ସମସ୍ତ କେନ୍ଦ୍ରୀୟ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ଭାଗୀଦାରୀକୁ ବଢାଇ 42 ପ୍ରତିଶତ କରିଛନ୍ତି । ଯଦିଓ 2017ରେ ପଞ୍ଚଦଶ ଅର୍ଥ ଆୟୋଗର ସ୍ଥାପନା ପାଇଁ ଆବେଦନ କରାଯାଇଥିଲା । ଫଳରେ ରାଜ୍ୟର ଭାଗୀଦାରୀ ହ୍ରାସ କରିଦିଆଯାଇଛି ।
ଏହା ପୂର୍ବରୁ ଭାଜପା ନେତୃତ୍ବଧୀନ ରାଜ୍ୟ ଗୁଜୁରାଟ ପାଖରେ ସମୟ ଥିଲା କି ସ ସେ ପୁଣି ଥରେ ପ୍ରମାଣିତ ହୋଇଛି ଯେ, ରାଜ୍ୟର ରାଜସ୍ବ ପାଇଁ 42 ପ୍ରତିଶତ ସେୟାର ଏକ ମହାନ ଉପଯୋଗ ନୁହେଁ । ଏପଟେ କେନ୍ଦ୍ର ସରକାର ଓକିଲାତି କରୁଛନ୍ତି କି, ଦେଶର ରକ୍ଷା ଓ ରାଷ୍ଟ୍ରୀୟ ସୁରକ୍ଷା ମୁଦ୍ଦା ପ୍ରତି ଦୃଷ୍ଟି ଦେବା ଦରକାର । ଏହି ଆବଶ୍ୟକତାକୁ ସମ୍ବୋଧନ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରାଳୟ ମାଧ୍ୟମରେ ପୂର୍ବ ସରକାରଙ୍କ ପରାମର୍ଶ ଦେଇଛନ୍ତି କି, ରାଜ୍ୟକୁ ମଧ୍ୟ ଏହି ଦାୟିତ୍ବର ଭାଗୀଦାର ହେବା ଦରକାର ।
ପ୍ରଧାନମନ୍ତ୍ରୀ ଆର୍ଥିକ ପରାମର୍ଶଦାତା ବୋର୍ଡର ଅଧ୍ୟକ୍ଷ ବହୁ ବିବାଦକୁ ସାମ୍ନାକୁ ଆଣିଛନ୍ତି । ଯେବେ, ରାଜ୍ୟ ସ୍ବାସ୍ଥ୍ୟ ଆବଶ୍ୟକତା ଉପରେ କେନ୍ଦ୍ର ସରକାରଙ୍କ ଦ୍ବାରା ବିଚାର କରାଯାଉଛି, ସେବେ ରାଜ୍ୟଗୁଡିକୁ ରାଷ୍ଟ୍ରର ରକ୍ଷା ଓ ସୁରକ୍ଷାର ଭାଗୀଦାର କାହିଁକି କରାଯାଉନାହିଁ ? ତେବେ ରାଜ୍ୟସ୍ତରରେ ବାସ୍ତବତା ମଧ୍ୟ ଏହି ବୟାନକୁ ପ୍ରଭାବିତ କରୁଛି । କାରଣ କେନ୍ଦ୍ର ସରକାର ଏକତ୍ର କରର ସର୍ବାଧିକ ଭାଗ ଆଦାୟ କରୁଛନ୍ତି , ହେଲେ ସମସ୍ତ ବିକାଶ କାର୍ଯ୍ୟକ୍ରମର ଖର୍ଚ୍ଚ କିନ୍ତୁ ରାଜ୍ୟର କର ଉପରେ ନର୍ଭର ହୋଇଥାଏ । ଏକ ସୁସ୍ଥ ଓ ସୁଦୃଢ ଆର୍ଥିକ ସଂଘବାଦର ପରିକଳ୍ପନା କରିବା ପାଇଁ ସମ୍ବିଧାନର ଉଦ୍ଦେଶ୍ୟ ତର୍କସଙ୍ଗତ ହୋଇଥାଏ । ପ୍ରତି 5 ବର୍ଷ ପାଇଁ ଅର୍ଥ ଆୟୋଗର ସ୍ଥାପନ କରାଯାଇ ପୁଞ୍ଚିର ସଠିକ ବିନିଯୋଗ ଦରକାର ।