ନୂଆଦିଲ୍ଲୀ: ଶୁକ୍ରବାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଜାରି କରିଛି ଆର୍ଥିକ ସ୍ଥିରତା ରିପୋର୍ଟ(Financial Stability Report) । ଅଭିବୃଦ୍ଧି କମିଥିଲେ ସୁଦ୍ଧା ଦେଶରେ ଆର୍ଥିକ ପ୍ରଣାଳୀ ସ୍ଥିର ନେଇ ଏଥିରେ ଦର୍ଶାଯାଇଛି ।
ବ୍ୟାଙ୍କିଙ୍ଗ ସେକ୍ଟରେ ସୁଧାର ଆସିଛି । ହେଲେ ବୈଶ୍ବିକ ଓ ଘରୋଇ ଆର୍ଥିକ ଅନିଶ୍ଚିତତା ବିପଦ ଜାରି ରହିଛି ।