ETV Bharat / business

ହିନ୍ଦୁସ୍ତାନ ୟୁନିଲିଭରକୁ ରାମଦେବଙ୍କ କଡା ଭତ୍ସନା

କୁମ୍ଭମେଳାକୁ ନେଇ ବର୍ଣ୍ଣିତ ହୋଇଥିବା କମ୍ପାନୀର ଏକ ଚା’ ବିଜ୍ଞାପନକୁ ନେଇ ବର୍ଷିଛନ୍ତି ରାମଦେବ । ଏଚୟୁଏଲ ଭାରତୀୟ ସଂସ୍କୃତିକୁ ଉପହାସ କରୁଥିବା ନେଇ ରାମଦେବ ଟ୍ୱିଟ କରିଛନ୍ତି ।

author img

By

Published : Mar 9, 2019, 11:43 PM IST

ଫଟୋ ସୌଜନ୍ୟ-ଇନାଡୁ ଇଣ୍ଡିଆ

ନୂଆଦିଲ୍ଲୀ: ଯୋଗ ଗୁରୁ ତଥା ପତଞ୍ଜଳୀ ପ୍ରତିଷ୍ଠାତା ବାବା ରାମଦେବଙ୍କ ଟାର୍ଗେଟରେ ମଲ୍ଟିନ୍ୟାସନାଲ କମ୍ପାନୀ ହିନ୍ଦୁସ୍ତାନ ଲିଭର (HUL)। କୁମ୍ଭମେଳାକୁ ନେଇ ବର୍ଣ୍ଣିତ ହୋଇଥିବା କମ୍ପାନୀର ଏକ ଚା’ ବିଜ୍ଞାପନକୁ ନେଇ ବର୍ଷିଛନ୍ତି ରାମଦେବ । ଏଚୟୁଏଲ ଭାରତୀୟ ସଂସ୍କୃତିକୁ ଉପହାସ କରୁଥିବା ନେଇ ରାମଦେବ ଟ୍ୱିଟ କରିଛନ୍ତି ।

ରାମଦେବ ଟ୍ୱିଟ କରି କହିଛନ୍ତି ଯେ, ମୋର MNCs (ମଲ୍ଟି ନ୍ୟସନାଲ କମ୍ପାନୀ) ସିଧା ପ୍ରଶ୍ନ ଯେ, ଭାରତର ଆର୍ଥିକ ଓ ସଂସ୍କୃତିକ ବିକାଶରେ ସେମାନଙ୍କ କଣ ଯୋଗଦାନ ରହିଛି । ସେମାନଙ୍କ ଔକାତ କଣ ? ଯେ ସେମାନେ ଭାରତର ଗୌରବଶାଳୀ ସଂସ୍କୃତି ବିଷୟରେ ଭଲ ଟିପ୍ପଣୀ ଦେବେ ? କଣ ଏମାନଙ୍କ ପାଇଁ ଭାରତ ବଜାର କେବଳ ଲୁଟର ମାଧ୍ୟମ ?

ଏଥିସହ #BoycottHindustanUnilever #BoycottHULproducts ଟ୍ୟାଗ ରହିଛି । ଅର୍ଥାତ ବହୁ ରାଷ୍ଟ୍ରୀୟ ବିଦେଶୀ କମ୍ପାନୀ ଏଚୟୁଏଲକୁ ଏକଘରିଆ (ବୟକଟ) କରିବାକୁ ମଧ୍ୟ ରାମଦେବ ପ୍ରତ୍ୟକ୍ଷ ଭାବେ କହିଛନ୍ତି ।

ପ୍ରକାଶ ଥାଉ ଯେ, ରେଡ ଲେବଲ' ବ୍ରାଣ୍ଡକୁ ନେଇ ଏଚୟୁଏଲ ଏକ ବିଜ୍ଞାପନ ଜାରି କରିଛି । ଯାହାକି କୁମ୍ଭମେଳା ଉପରେ ଆଧାରିତ ରହିଛି । ଏଥିରେ ଜଣେ ପୁଅ ନିଜ ବାପାଙ୍କୁ ଭିଡ ଭିତରେ ଛାଡି ପଳାଉଛନ୍ତି । ପରେ ପୁଣି ସେହି ପୁଅ ନିଜ ଭୁଲର ଅନୁତାପ କରି ପୁଣି ବାପା ପାଖକୁ ଫେରିଆସୁଛି । ଏପଟେ ବାପା ପୁଅ ଆସିବ ବୋଲି ହୃଦୟଙ୍ଗମ କରିପାରି 2 କପ ଚା ଅର୍ଡର କରିଥିଲା ।

ଏହି ବିଜ୍ଞାପନକୁ ନେଇ ସୋସିଆଲ ମିଡିଆରେ ବହୁ ଆଲୋଚନା ହୋଇଛି । ଏଥିରେ ପ୍ରତିକ୍ରିୟା ରଖି ଏଚୟୁଏଲ ଟ୍ବିଟ କରି ଜଣାଇଛି ଯେ, "@RedLabelChai ଆମକୁ ସେହି ସବୁ ଲୋକଙ୍କ ହାତ ଧରିବା ପାଇଁ ପ୍ରୋତ୍ସାହିତ କରିଛି , ଯେଉଁମାନେ ଆମକୁ ତିଆରି କରିଛନ୍ତି ।

SLUG - STATUE INAUGURATION
FORMAR - AVB
REPORTER- HARIHARA PATNAIK
PLACE - GAJAPATI 
DATE - 06.03.2019
ଭିଓ - ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ପ୍ରତିଷ୍ଠା କରାଯାଇଥିବା ସାରସ୍ବତ ସାଧକ ପଦ୍ମଶ୍ରୀ ସତ୍ୟନାରାୟଣ ରାଜଗୁରୁଙ୍କ ପ୍ରତିମୁର୍ତ୍ତି ଉନ୍ମଚିତ ହୋଇଯାଇଛି  । ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଅତିଥୀଭାବେ ଯୋଗଦେଇ ଏହାକୁ ଉନ୍ମଚନ କରିଥିବା ବେଳେ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ,ଯୁଗ୍ମ ସଚିବ ସଂଘମିତ୍ରା ଶତପଥୀ ଏବଂ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା ପ୍ରମୁଖ ଯୋଗଦେଇ ଓଡିଆ ଭାଷା ସାହିତ୍ୟକୁ ନୂତନ ଦିଗ ଦର୍ଶନ ଦେଇଥିବା ସତ୍ୟନାରାୟଣ ରାଜଗୁରୁଙ୍କ ଜନ୍ମ ମାଟିରେ ତାଙ୍କ ପ୍ରତିମୃତ୍ତି ନିର୍ମିତ ହେବା ତାଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ବୋଲି କହିଥିଲେ  । ଏହି ଉତ୍ସବରେ ବିଭାଗୀୟ ମନ୍ତ୍ରୀ ଅଶୋକ ପଣ୍ଡା୍ ଯୋଗଦେଇଥିବାର କାର୍ଯ୍ୟକ୍ରମ ରହିଥିଲେ ମଧ୍ୟ ଶେଷ ମୁହୁର୍ତ୍ତରେ ଏହା ବାତିଲ ହୋଇଥିଲା  । 
ବାଇଟ - ସିଦ୍ଧାନ୍ତ ମହାପାତ୍ର ( ବ୍ରହ୍ମପୁର ସାଂସଦ )

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.