ETV Bharat / business

ଅର୍ଥନୀତିକୁ ବଡ ଝଟକା, ଜାନୁଆରୀରେ ସଙ୍କୁଚିତ ଶିଳ୍ପ ଉତ୍ପାଦନ

author img

By

Published : Mar 12, 2021, 10:53 PM IST

ଅର୍ଥନୀତିକୁ ଡବଲ ଝଟକା । ଖୁଚୁରା ମୁଦ୍ରାସ୍ପୀତି 3 ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିବା ବେଳେ ଔଦ୍ୟୋଗିକ ଉତ୍ପାଦନ ସଙ୍କୁଚିତ ହୋଇଛି । ଅଧିକ ପଢନ୍ତୁ..

ଅର୍ଥନୀତିକୁ ବଡ ଝଟକା, ଜାନୁଆରୀରେ ସଙ୍କୁଚିତ  ଶିଳ୍ପ ଉତ୍ପାଦନ
ଅର୍ଥନୀତିକୁ ବଡ ଝଟକା, ଜାନୁଆରୀରେ ସଙ୍କୁଚିତ ଶିଳ୍ପ ଉତ୍ପାଦନ

ନୂଆଦିଲ୍ଲୀ: କୋଭିଡ ପ୍ରହାରରେ ଧ୍ବସ୍ତବିଧ୍ବସ୍ତ ଅର୍ଥବ୍ୟବସ୍ଥା ଟ୍ରାକକୁ ଫେରୁଥିବା ଅର୍ଥବ୍ୟବସ୍ଥାକୁ ଲାଗିଛି ଡବଲ ଝଟକା । ଖୁଚୁରା ମୁଦ୍ରାସ୍ପୀତି 3 ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିବା ବେଳେ ଔଦ୍ୟୋଗିକ ଉତ୍ପାଦନ ସଙ୍କୁଚିତ ହୋଇଛି ।

2021 ଜାନୁଆରୀ ମାସରେ ଔଦ୍ୟୋଗିକ ଉତ୍ପାଦନ ସୂଚକାଙ୍କ(ଆଇଆଇପି)1.6 ହ୍ରାସ ହୋଇଛି । ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ(ଏନଏସଓ) ପକ୍ଷରୁ ଏ ନେଇ ଶୁକ୍ରବାର ରିପୋର୍ଟ ପ୍ରକାଶ କରାଯାଇଛି ।

ତଥ୍ୟ ଅନୁସାରେ ମୁଖ୍ୟ ରୂପରେ ପୁଞ୍ଜିଗତ ସାମଗ୍ରୀ, ବିନିର୍ମାଣ ଓ ଖଣିଜ କ୍ଷେତ୍ରରେ ହ୍ରାସ ଯୋଗୁଁ ବର୍ଷର ପ୍ରଥମ ମାସରେ ଔଦ୍ୟୋଗିକ ଉତ୍ପାଦନ 1.6 ପ୍ରତିଶତ କମିଛି । ଆଇଆଇପି 77.6 ପ୍ରତିଶତ ଯୋଗଦାନ ରଖୁଥିବା ବିନିର୍ମାଣ କ୍ଷେତ୍ରର ଉତ୍ପାଦନ ଜାନୁଆରୀରେ 2 ପ୍ରତିଶତ ଖସିଛି । ଯେତେବେଳେ କି ଗତ ଆର୍ଥିକ ବର୍ଷର ଏହି ମାସରେ ଏଥିରେ 1.8 ପ୍ରତିଶତ ବୃଦ୍ଧି ହୋଇଥିଲା ।

ତେବେ ଏଥିରେ ସବୁଠୁ ଖରାପ ପ୍ରଦର୍ଶନ ପୁଞ୍ଜିଗତ ବସ୍ତୁ ସେକ୍ଟରର ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.