ETV Bharat / business

ଆର୍ଥିକ ଗତିବିଧିକୁ ତୀବ୍ର ପାଇଁ ଗୃହ ଓ ଡିପିଆଇଆଇଟି ସଚିବଙ୍କ ଆଲୋଚନା - home dpiit secretaries talk

କୋରୋନା ସଂକ୍ରମଣ ରୋକିବାକୁ ଦେଶବ୍ୟାପି ଲକଡାଉନ ଜାରି ରହିଛି । ତେବେ ଏହି ସମୟରେ ଶିଳ୍ପ ସଂସ୍ଥାଗୁଡିକର ପ୍ରତିକ୍ରିୟା ମଗାଯାଉଛି । ଏଥିସହ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଚେଷ୍ଟା ଚାଲିଛି । ଅଧିକ ପଢନ୍ତୁ..

home dpiit secretaries talk to industry associations for speeding up economic activity
ଆର୍ଥିକ ଗତିବିଧିକୁ ତୀବ୍ର ପାଇଁ ଗୃହ ଓ ଡିପିଆଇଆଇଟି ସଚିବଙ୍କ ଆଲୋଚନାଆର୍ଥିକ ଗତିବିଧିକୁ ତୀବ୍ର ପାଇଁ ଗୃହ ଓ ଡିପିଆଇଆଇଟି ସଚିବଙ୍କ ଆଲୋଚନା
author img

By

Published : Apr 24, 2020, 12:36 AM IST

ନୂଆଦିଲ୍ଲୀ: ଗୁରୁବାର ଆର୍ଥିକ ଓ ଔଦୌଗିକ ଗତିବିଧିକୁ ବଢାଇବା ପାଇଁ ସମୀକ୍ଷା କରିଛନ୍ତି କେନ୍ଦ୍ର ଗୃହ ସଚିବ ଓ ଶିଳ୍ପ ପ୍ରୋତ୍ସାହନ ଓ ଆଭ୍ୟନ୍ତରୀଣ ବାଣିଜ୍ୟ (ଡିପିଆଇଆଇଟି) ସଚିବ ।

ଗୃହ ମନ୍ତ୍ରାଣଳୟର ସଯୁକ୍ତ ସଚିବ ପୁଣ୍ୟ ସଲିଲା ଶ୍ରୀବାସ୍ତବ ଗଣାମାଧ୍ୟମକୁ କହିଛନ୍ତି ଯେ, ଉଦ୍ୟୋଗ ସଂଘର ପ୍ରତିନିଧି ଓ ଭଉୟ ବରିଷ୍ଠ ଅଧିକାରୀ ଭିଡିଓ କନଫ୍ରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି । ଲକଡାଉନ ମଧ୍ୟରେ ଯେଉଁ ସବୁ ଶିଳ୍ପ ଗତିବିଧି ପାଇଁ ଅନୁମତି ରହିଛି , ସେସବୁର ସୁଗମତା ସହ ଚଲାଇବା ନେଇ ଏଥିରେ ଆଲୋଚନା କରାଯାଇଛି । ଏହା ଦ୍ବାରା ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧି ପାଇବ ।

କୋରୋନା ସଂକ୍ରମଣ ରୋକିବାକୁ ଦେଶବ୍ୟାପି ଲକଡାଉନ ଜାରି ରହିଛି । ତେବେ ଏହି ସମୟରେ ଶିଳ୍ପ ସଂସ୍ଥାଗୁଡିକର ପ୍ରତିକ୍ରିୟା ମଗାଯାଉଛି । ଏଥିସହ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରାଯାଉଛି ବୋଲି ଶ୍ରୀବାସ୍ତବ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.