ETV Bharat / business

ବଢୁଛି ଠକେଇ , କମୁଛି କର ଆଦାୟ

2019 ଫେବୃଆରୀରେ ଜିଏସଟି ବାବଦରେ ମୋଟ 97,247 କୋଟି ଟଙ୍କା ସଂଗ୍ରହ ହୋଇଛି। ଯାହାକି ଜାନୁଆରୀ ମାସ ତୁଳନାରେ ହ୍ରାସ ପାଇଛି।

author img

By

Published : Mar 2, 2019, 2:08 PM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: କମିଲା ଜିଏସଟି(ଦ୍ରବ୍ୟ ଓ ସେବା କର) ଆଦାୟ। 2019 ଫେବୃଆରୀରେ ଜିଏସଟି ବାବଦରେ ମୋଟ 97,247 କୋଟି ଟଙ୍କା ସଂଗ୍ରହ ହୋଇଛି। ଯାହାକି ଜାନୁଆରୀ ମାସ ତୁଳନାରେ ହ୍ରାସ ପାଇଛି। ତେବେ ଜିଏସଟି ସ୍ଲାବରେ ହ୍ରାସ ଓ କର ଠକେଇ ଯୋଗୁଁ ଆଦାୟ ସ୍ତର ଖସିଥିବା ଜଣାପଡିଛି।

ଅର୍ଥ ମନ୍ତ୍ରାଣଳୟର ରିପୋର୍ଟ ମୁତାବକ, 2019 ଫେବୃଆରୀ 28 ସୁଦ୍ଧା ବିକ୍ରି ରିଟର୍ଣ୍ଣ ବା ଜିଏସଟିଆର-3B ଭରଣକାରୀଙ୍କ ସଂଖ୍ୟା 73.48 ଲକ୍ଷ ରହିଛି।

ମୋଟ ଜିଏସଟି ମଧ୍ୟରେ କେନ୍ଦ୍ରୀୟ ଜିଏସଟି(ସିଜିଏସଟି) ସଂଗ୍ରହ 17,626 କୋଟି, ରାଜ୍ୟ ଜିଏସଟି(ଏସଜିଏସଟି) 24,192 କୋଟି ଓ ଏକୀକୃତ ଜିଏସଟି(ଆଇଜିଏସଟି) 46,953 କୋଟି ଟଙ୍କା ହୋଇଛି।

ଗତବର୍ଷ ଫେବୃଆରୀ (85,962କୋଟି) ତୁଳନାରେ ଚଳିତ ବର୍ଷ ଫେବୃଆରୀ(97,247 କୋଟି)ରେ ଜିଏସଟି ସଂଗ୍ରହ 13.12 ପ୍ରତିଶତ ବୃଦ୍ଧି ପାଇଛି। ଏହି ଆଦାୟ ରାଶିରୁ 10.70ଲକ୍ଷ ରାଜସ୍ବ ମିଳିଛି।

ଚଳିତ ଆର୍ଥିକ ବର୍ଷ 11 ମାସ(ଏପ୍ରିଲରୁ ଫେବୃଆରୀ) ମଧ୍ୟରେ ସରକାର 20ହଜାର କୋଟି ଟଙ୍କା ଜିଏସଟି(ଦ୍ରବ୍ୟ ଓ ସେବା କର) ଠକେଇ ଚିହ୍ନଟ କରିଛନ୍ତି। ଯାହାର ପ୍ରଭାବ ଆଦାୟ ଉପରେ ପଡିଛି। ଆଗକୁ ଏହି ପରିମାଣ ଆହୁରି କମିପାରେ। କାରଣ ଜିଏସଟି ପରିଷଦର 33 ତମ ବୈଠକ ପରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ନିର୍ମାଣଧୀନ ଘର ଉପରେ ଜିଏସଟି ସ୍ଲାବ 12 %ରୁ ହ୍ରାସ କରି 5% କରାଯାଇଛି।

ପ୍ରକାଶ ଥାଉ କି, ଚଳିତ ଆର୍ଥିକ ବର୍ଷ ଆରମ୍ଭରୁ ଜିଏସଟି ରାଜସ୍ବ ସଂଗ୍ରହ ଯଥାକ୍ରମେ 1.03ଲକ୍ଷ କୋଟି, 94,016 ଲକ୍ଷକୋଟି, 95,610 ଲକ୍ଷ କୋଟି, 96,483 ଲକ୍ଷ କୋଟି,93,960 ଲକ୍ଷ କୋଟି, 94,442ଲକ୍ଷ କୋଟି, 1,00,710 ଲକ୍ଷ କୋଟି ଏବଂ96,637,94,726 ଲକ୍ଷ କୋଟି ଟଙ୍କା , 1,02ଲକ୍ଷ କୋଟି ରହିଥିଲା।

undefined

Intro:Body:

testt

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.