ETV Bharat / business

ଜଳବାୟୁ ସଂକଟ, ବିପର୍ଯ୍ୟସ୍ତ ଅର୍ଥବ୍ୟବସ୍ଥା: UN ରିପୋର୍ଟ - ଜଳବାୟୁ ଉପରେ ନିର୍ଭ ଅର୍ଥବ୍ୟବସ୍ଥା

ବିଭିନ୍ନ ଆବଶ୍ୟକୀୟ ବସ୍ତୁ ଉପରେ ନିର୍ଭରଶୀଳ ଦେଶର ଅର୍ଥବ୍ୟବସ୍ଥାରେ ବିବିଧତା ରଖିବା ଦରକାର। ଯେପରି ଜଳବାୟୁ ସଂକଟ ସମୟ ମଧ୍ୟରେ ରହି ତାହା ଗତିଶୀଳ ରହିପାରିବ।

ପ୍ରତିକାତ୍ମକ ଫଟୋ
author img

By

Published : Sep 19, 2019, 2:20 PM IST

ନୂଆଦିଲ୍ଲୀ: ବିଭିନ୍ନ ଆବଶ୍ୟକୀୟ ବସ୍ତୁ ଉପରେ ନିର୍ଭର ଦେଶର ଅର୍ଥବ୍ୟବସ୍ଥାରେ ବିବଧତା ରଖିବା ଦରକାର । ଯେପରି ଜଳବାୟୁ ସଂକଟ ସମୟ ମଧ୍ୟରେ ରହି ତାହା ଗତିଶୀଳ ରହିପାରିବ। ଏନେଇ ମିଳିତ ଜାତିସଂଘ ପକ୍ଷରୁ ଏକ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି।

ଏହି ବିବିଧତା ସମାନ୍ତରଣ ରହିବା ଦରକାର । ଯେପରି ଏହା ସଂକୀର୍ଣ୍ଣ ସୀମା ଉପରେ ନିର୍ଭରତାକୁ କମାଇବ । ଆଉ ଏଥିପାଇଁ ନୂଆ ନୂଆ ସେକ୍ଟରରେ ପ୍ରବେଶ ପନ୍ଥା ଆପଣାଇ ପାରିବ। ଏନେଇ ମିଳିତ ଜାତିସଂଘରୁ ପ୍ରକାଶ ପାଇଥିବା ଏକ ରିପୋର୍ଟରେ କୁହାଯାଇଛି ଯେ, କମୋଡିଟି(ବସ୍ତୁ) ନିର୍ଭରତା ସାଧାରଣତଃ ଜଳବାୟୁ ପରିବର୍ତ୍ତନ ଓ ପେରିସ ବୁଝମଣା ସହ ଜଡିତ।

ରିପୋର୍ଟ ମୁତାବକ, ଗୋଟିଏ ସଫଳର ବିବିଧକରଣ ରଣନୀତି ଗୋଟିଏରେ ଧାରରେ ରହିବା ଦରକାର । ଯେପରି କି ଶିକ୍ଷା ଓ ସ୍ବାସ୍ଥ୍ୟରେ ନିବେଶ କରି ମାନବ ପୁଞ୍ଜିକୁ ମଜବୁତ କରାଯାଇପାରିବ ଏବଂ ବ୍ୟକ୍ତିଗତ କ୍ଷେତ୍ରର ଅଗ୍ରାଧିକାର ଉପରେ ଫୋକସ ରହିବ ।

ଏ ନେଇ UNCTADର ମହାସଚିବ ମୁଖିସା କିତ୍ୟୁଇ କହିଛନ୍ତି ଯେ, ‘‘କମୋଡିଟି ଉପରେ ନିର୍ଭର ବିକାଶଶୀଳ ଦେଶ ପାଇଁ ଜଳବାୟୁ ସଂକଟ ଏକ ସମ୍ଭାବିତ ବିପଦ । ଯାହାକି ଆଗାମୀ ଦିନରେ ଅର୍ଥବ୍ୟବସ୍ଥା ପତନର ବଡ କାରଣ ହେବ । ଯଦିଓ କମୋଡିଟି ଉପରେ ନିର୍ଭରଶୀଳ ଦେଶ ଜଳବାୟୁ ପରିବର୍ତ୍ତନ କେବଳ ଆଂଶିକ ଯୋଗଦାନ ରଖନ୍ତି । ହେଲେ ସେମାନେ ଅଧିକ ଦୁର୍ବଳ ହୋଇଥାନ୍ତି । କାରଣ ରିପୋର୍ଟରେ କୁହାଯାଇଛି ଯେ, ଆର୍ଥିକ ଦିଗ ସବୁ ସେହି ସବୁ କ୍ଷେତ୍ର ଉପରେ ନିର୍ଭର ଯାହା ଅତ୍ୟଧିକ ମୌସୁମୀ ଘଟଣାବଳୀର ସମ୍ପର୍କରେ ରହିଥାଏ । ଏହି କ୍ରମରେ କ୍ଷୁଦ୍ର ଉପଦ୍ବୀପ ବିକାଶଶୀଳ ରାଜ୍ୟ (SIDS) ଗଭୀର ଭାବେ ବିପର୍ଯ୍ୟସ୍ତ ହୋଇଥାନ୍ତି ।

ସାମୁଦ୍ରିକ ସ୍ଥଳର ବର୍ଦ୍ଧତ ତାପମାତ୍ରା SIDS ପ୍ରତି ବଡ ବିପଦପୂର୍ଣ୍ଣ ହୋଇଥାଏ । ଯାହାକି ମତ୍ସ୍ୟସମ୍ପଦରୁ ଅଧିକ ଆୟ କରିଥାଏ । ଏହା ମଧ୍ୟରେ କିରିବାଟି (2013-2017ରେ 88 ପ୍ରତିଶତ), ମାଳଦ୍ବୀପରେ (79%) ଓ ମାଇକ୍ରୋନେସିୟା ସଙ୍ଘୀୟ ରାଷ୍ଟ୍ର (75%) ରହିଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.