ETV Bharat / business

ବଢୁଛି ଧନୀ ଭାରତୀୟଙ୍କ ସଂଖ୍ୟା, ଶୀର୍ଷରେ ମୁକେଶ

ବଢୁଛି ଧନୀକଙ୍କ ସଂଖ୍ୟା । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଧନୀ ଭାରତୀୟଙ୍କ ସଂଖ୍ୟା 953ରେ ପହଞ୍ଚିଛି । ଏମାନଙ୍କ ପାଖରେ 1001,000 କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ରିଛି । ସେପଟେ ରିଲାଏନ୍ସ ଇଣ୍ଡଷ୍ଟ୍ରି ଅଧ୍ୟକ୍ଷ ମୁକେଶ ଆମ୍ବାନୀ ଲଗାତାର 8ଥର ଧରି ଭାରତର ଧନୀ ତାଲିକାର ପ୍ରଥମରେ ଅଛନ୍ତି ।

author img

By

Published : Sep 26, 2019, 10:23 AM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଲଗାତାର 8ଥର ଧରି ଭାରତର ଧନୀ ତାଲିକାର ପ୍ରଥମରେ ମୁକେଶ ଆମ୍ବାନୀ । ରିଲାଏନ୍ସ ଇଣ୍ଡଷ୍ଟ୍ରି ଅଧ୍ୟକ୍ଷ ମୁକେଶଙ୍କ ମୋଟ ସମ୍ପତ୍ତିର ମୁଲ୍ୟ 3,80,700 କୋଟି ଟଙ୍କା । ସେହପରି ଦ୍ବିତୀୟରେ 1,86,500 କୋଟି ଟଙ୍କା ସହ ଲଣ୍ଡନ ସ୍ଥିତ ଏସପି ହିନ୍ଦୁଜା ଓ ତାଙ୍କ ପରିବାର ଅଛନ୍ତି । ଆଇଆଇଏଫଏଲ ୱେଲଥହୁରନ ଇଣ୍ଡିଆର ଧନୀ ସୂଚୀରେ ଏ ନେଇ ପ୍ରକାଶ ପାଇଛି ।

ସେହପରି ଲିଷ୍ଟ ଅନୁଯାୟୀ ତୃତୀୟରେ ୱିପ୍ରୋ ଓ ଅଜୀମ ପ୍ରେମଜୀ ରହିଛନ୍ତି । ତାଙ୍କ ମୋଟ ସମ୍ପତ୍ତି 1,17,100 କୋଟି ଟଙ୍କା ରହିଛି । ଚଳିତ ଥର ସୂଚୀରେ 1,000 କୋଟିରୁ ଉର୍ଦ୍ଧ୍ବ ଭାରତୀୟଙ୍କ ସଂଖ୍ୟା ବୃଦ୍ଧି ପାଇଁ 953ରେ ପହଞ୍ଚିଛି । 2018ରେ ଏହି ସଂଖ୍ୟା 831 ଟଙ୍କା ରହିଥିଲା ।

ରିପୋର୍ଟରେ ଦର୍ଶାଯାଇଛି ଯେ, ଦେଶର ପ୍ରଥମ 25 ଧନୀଙ୍କ ସମ୍ପତ୍ତିର ମୁଲ୍ୟ ଜିଡିପି(ମୋଟ ଘରୋଇ ଉତ୍ପାଦ)ର 10 ପ୍ରତିଶତ ସହ ସମାନ । ସେପଟେ 1,000 କୋଟିରୁ ଉର୍ଦ୍ଧ୍ବ ଟଙ୍କା ରଖିଥିବା 953 ଧନୀକଙ୍କ ସମ୍ପତ୍ତି ଜିଡିପିର 27 ପ୍ରତିଶତ ସହ ସମାନ ।

ଆଇଆଇଏଫଏଲ ୱେଲଥ ହୁରୁନ ସୂଚି ଅନୁସାରେ ଚଳିତ ବର୍ଷ ଧନୀମାନଙ୍କ ମୋଟ ସାମୂହିକ ଭାବେ 2 ପ୍ରତିଶତ ବଢିଛି । ଏହି ସୂଚୀରେ 82 ପ୍ରବାସୀ ଭାରତୀୟ(ଏନଆରଆଇ) ମଧ୍ୟରେ ସାମିଲ ଅଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.