ETV Bharat / business

ପିଏମଏୱାଇ (U)ଯୋଜନା : 3.65 କୋଟି ଲୋକଙ୍କୁ ମିଳିବ ରୋଜଗାର

author img

By

Published : Aug 18, 2020, 6:26 PM IST

PMAY (U) ଅଧିନରେ ମଞ୍ଜୁରୀ ହୋଇଥିବା ଘର ନିର୍ମାଣରେ ପ୍ରାୟ 3.65 କୋଟି ଲୋକଙ୍କୁ ନିଯୁକ୍ତି ମିଳିବ । ସେଥିମଧ୍ୟରୁ ଏବେ ସୁଦ୍ଧା ଆରମ୍ଭ ହୋଇଥିବା ଗୃହ ନିର୍ମାଣରେ ପ୍ରାୟ 1.65 ଲକ୍ଷ ନିଯୁକ୍ତି ସୃଷ୍ଟି ହୋଇଛି। ଅଧିକ ପଢନ୍ତୁ..

ପିଏମଏୱାଇ (U)ଯୋଜନା : 3.65 କୋଟି ଲୋକଙ୍କୁ ମିଳିବ ରୋଜଗାର
ପିଏମଏୱାଇ (U)ଯୋଜନା : 3.65 କୋଟି ଲୋକଙ୍କୁ ମିଳିବ ରୋଜଗାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରୀ) ଅଧିନରେ ଦେଶରେ ଘର ନିର୍ମାଣ ହେଉଛି । ଏହା ମାଧ୍ୟମରେ ପ୍ରାୟ 3.65 କୋଟି ଚାକିରୀ ସୃଷ୍ଟି ହେବ । କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂ ପୁରୀ ମଙ୍ଗଳବାର ଏ ନେଇ ଯୁକ୍ତି ବାଢିଛନ୍ତି ।

ଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରି ଦ୍ୱାରା ଆୟୋଜିତ ଏକ ୱେବିନାରର ପୁରୀ କହିଛନ୍ତି ଯେ ଏହି ଯୋଜନା ଅଧୀନରେ ଏପର୍ଯ୍ୟନ୍ତ 1.65 କୋଟି ନିଯୁକ୍ତି ସୃଷ୍ଟି ହୋଇଛି।

Aatmanirbhar Bharat: Fostering Steel Usage in Housing & Construction and Aviation Sector' ଉପରେ ଚାଲିଥିବା ୱେବିନାର ରେ ପୁରୀ କହିଛନ୍ତି ଯେ ଏହି ଯୋଜନା ଅଧୀନରେ ଅନୁମୋଦିତ ଗୃହ ନିର୍ମାଣ ପାଇଁ 158 ଲକ୍ଷ ମେଟ୍ରିକ ଟନ ଇସ୍ପାତ ଏବଂ 692 ଲକ୍ଷ ମେଟ୍ରିକ ଟନ୍ ସିମେଣ୍ଟ ଖର୍ଚ୍ଚ ହେବ।

ସେ କହିଛନ୍ତି ଯେ ସମସ୍ତ ମଞ୍ଜୁରୀ ହୋଇଥିବା ଘର ନିର୍ମାଣରେ ପ୍ରାୟ 3.65 କୋଟି ଲୋକଙ୍କୁ ନିଯୁକ୍ତି ମିଳିବ । ସେଥିମଧ୍ୟରୁ PMAY (U) ଅଧୀନରେ ଆରମ୍ଭ ହୋଇଥିବା ଗୃହ ନିର୍ମାଣରେ ପ୍ରାୟ 1.65 ଲକ୍ଷ ନିଯୁକ୍ତି ସୃଷ୍ଟି ହୋଇଛି।

2030 ସୁଦ୍ଧା ଦେଶର ମୋଟ ଜନସଂଖ୍ୟାର 40 ବା 60 କୋଟି ଲୋକ ସହରାଞ୍ଚଳରେ ବାସ କରିବେ ବୋଲି ଆକଳନ କରାଯାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.