ETV Bharat / business

ବଢିବ ରାଜସ୍ବ: ନିଲାମ ହେବ ୩୬ଟି ଖଣି

ବେଆଇନ ଖଣି ଖନନରେ ବ୍ରେକ ଲଗାଇବାକୁ ତତ୍ପର ଦେଖାଇଛନ୍ତି ରାଜ୍ୟ ସରକାର । ରାଜସ୍ବର ସିଂହଭାଗ ବୋଲାଉଥିବା ଖଣିର ନିଲାମ କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏପଟେ ବିଭାଗୀୟ ମନ୍ତ୍ରାଣଳୟ ପକ୍ଷରୁ କୋଇଲାର ରୟାଲିଟି ବୃଦ୍ଧି ନେଇ କେନ୍ଦ୍ରକୁ ଚିଠି ଲେଖି ହକ ଦାବି କରିଛନ୍ତି ।

author img

By

Published : Jun 29, 2019, 3:05 PM IST

ପ୍ରତିକାତ୍ମକ ଫଟୋ

ଭୁବନେଶ୍ବର: ଆସନ୍ତା ମାସରେ ନିଲାମ ହେବ ୩୬ଟି ଖଣି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଥିବା ନେଇ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ସୂଚନା ଦେଇଛନ୍ତି ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, ଭୁବନେଶ୍ବର

୨୦୨୦ରେ ୨୪ଟି ଖଣିର ଅଧିଗ୍ରହଣ ଅବଧି ଶେଷ ହେବ । ଏଣୁ ଏହା ପୂର୍ବରୁ ଏସବୁର ନିଲାମ କରିବାକୁ ବିଭାଗ କସରତ ଚଲାଇଛି । ଜୁଲାଇ ମାସ ଶେଷ ସୁଦ୍ଧା ୫ରୁ ୧୦ଟି ଖଣିର ନିଲାମ ଶେଷ ହେବ । ଏଥିରେ ଯେପରି ବାଧା ସୃଷ୍ଟି ନହେବ ସେଥିଲାଗି ବିଭାଗ ସଜାଗ ରହିଛି ।

ତେବେ କିଭଳି ଭାବେ 36ଟି ଖଣିର ନିଲାମକୁ ସଠିକ ପରିଚାଳନା କରାଯିବ ତା ନଜର ରହିଛି । ଏପଟେ ମନ୍ତ୍ରାଣଳୟ ପକ୍ଷରୁ କୋଇଲା ରୟାଲଟି ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଚିଠି ଲେଖାଯାଇଛି।କିନ୍ତୁ ଫଳ ଶୂନ । ଯାହାଫଳରେ ଓଡିଶାର ରାଜସ୍ୱହାନୀ ହେଉଛି ବୋଲି ମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ଆସନ୍ତା ମାସରେ ୩୬ଟି ଖଣିର ଅକ୍ସନ କରାଯିବ ।ଏନେଇ ରାଜ୍ୟ ସରକାର ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

୨୦୨୦ ରେ ୨୪ଟି ଖଣିର ଅବଧି ଶେଷ ହେଉଛି ।ଏସବୁ ଖଣିର ଅକ୍ସନ କରିବାକୁ ସରକାର ସମସ୍ତ ପ୍ରସ୍ତୁତ ଆରମ୍ଭ କରିଛନ୍ତି ।ଜୁଲାଇ ମାସ ଶେଷ ସୁଦ୍ଧା ୫ରୁ ୧୦ଟି ଖଣିନାଲାମ ଶେଷ ହେବ ।

 ଅକ୍ସନ ରେ  ବାଧା ସୃଷ୍ଟି ନହେବ ସେନେଇ ବିଭାଗ ସଜାଗ ହିଛ  ।ଆସନ୍ତା ମାସ ୩୬ଟି ଖଣି ଅକ୍ସନ ହେବ । କିଭଳି ସଠିକ ଭାବେ ପରିଚାଳନା କରାଯିବ ତା ଉପରେ ବିଭାଗ ଗୁରୁତ୍ୱ ଦେଇଛି ।ଅବଧି ସରୁଥିବା ସମସ୍ତ ଖଣି ଗୁଡିକର ଅକ୍ସନ ହେବ ବୋଲ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ସୂଚନା ଦେଇଛନ୍ତି ।
ପ୍ରଫୁଲ୍ଲ ମଲ୍ଲିକ, ଖଣି ଓ ଇସ୍ପାତ ମନ୍ତ୍ରୀ

ଏହା ସହ କୋଇଲା ରୟାଲଟି ବୃଦ୍ଧି ନେଇ କେନ୍ଦ୍ର ସରକାର ଙ୍କୁ  ବାରମ୍ବାର ଚିଠି ଲେଖି କହିଛୁ। ସେମାନେ ଶୁଣୁନାହାନ୍ତି। ଏହାଦ୍ୱାରା ଓଡିଶାର ରାଜସ୍ୱ ହାନୀ ହେଉଛି ବୋଲି ମନ୍ତ୍ରୀ କହିଛନ୍ତି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.