ETV Bharat / business

22ରେ ହେବ ୟେସ ବ୍ୟାଙ୍କ ବୋର୍ଡର ଫଣ୍ଡ ଯୋଗାଡ ଆଲୋଚନା

author img

By

Published : Jan 18, 2021, 7:13 PM IST

ପୁଞ୍ଜି ଯୋଗାଡିବା ପାଇଁ ଆସନ୍ତା 22 ତାରିଖରେ ବିଚାର-ବିମର୍ଶ କରି ୟେସ ବ୍ୟାଙ୍କ ବୋର୍ଡ । ଅଧିକ ପଢନ୍ତୁ..

22ରେ ହେବ  ୟେସ ବ୍ୟାଙ୍କ ବୋର୍ଡର ଫଣ୍ଡ ଯୋଗାଡ ଆଲୋଚନା
22ରେ ହେବ ୟେସ ବ୍ୟାଙ୍କ ବୋର୍ଡର ଫଣ୍ଡ ଯୋଗାଡ ଆଲୋଚନା

ମୁମ୍ବାଇ: ଜାନୁଆରୀ 22 ରେ ୟେସ ବ୍ୟାଙ୍କ ବୋର୍ଡ ଅଫ ଡିରେକ୍ଟର୍ସ ବୈଠକ ବସିବ । ଏହି ବୈଠକରେ ଇକ୍ୟୁଟି ସେୟାର, ଡିପୋଜିଟରୀ ରସିଦ ବା ଡିଭେଞ୍ଚର ଜାରି କରି ଫଣ୍ଡ ଯୋଗାଡିବା ପାଇଁ ବିଚାର-ବମର୍ଶ କରାଯିବ । ସୋମବାର ଏନେଇ ୟେସ ବ୍ୟାଙ୍କ କହିଛି ।

ଏଥିସହ ବୋର୍ଡ ଜାନୁଆରୀ 22କୁ ଡିସେମ୍ବରରେ ଶେଷ ହୋଇଥିବା ତ୍ରୟମାସର ପରିଣାମ ଉପରେ ମଧ୍ୟ ବିଚାର କରିବ । ଆଉ ତାହାକୁ ମଞ୍ଜୁର କରିବ ବୋଲି କହିଛି ବୋର୍ଡ । ଏକ ରେଗୁଲେଟରୀ ଫାଇଲିଙ୍ଗରେ ବ୍ୟାଙ୍କ କହିଛି କି ଏହାର ବୋର୍ଡ ଡିରେକ୍ଟର୍ସ ‘‘ ଇକ୍ୟୁଟି ସେୟାର / ଡିପୋଜିଟରୀ ରସିଦ / କନଭର୍ଟିବେଲ ବଣ୍ଡସ/ ଡିଭେଞ୍ଚର / ୱାରେଣ୍ଟ / ଅନ୍ୟ ଇକ୍ୟୁଟି ଲିକ୍ଡ ସିକ୍ୟୁରିଟିଜ ଜରିଆରେ ଆବଶ୍ୟକ ସେୟାରଧାରକ / ରେଗୁଲେଟରୀ ଆପ୍ରୁଭାଲ ନିୟାମକ ସହ ଫଣ୍ଡ ଏକତ୍ର ପାଇଁ ବିଚାର କରିବ ।

ଗତ ବର୍ଷ ପୁର୍ନଗଠିତ ବ୍ୟାଙ୍କ ଫଲୋ-ଅନ ସାର୍ବଜନୀକ ଅଫର ଜରିଆରେ 15 ହଜାର କୋଟି ଟଙ୍କା ଏକତ୍ର କରିଥିଲା । ପ୍ରକାଶ ଯେ, ମହାମାରୀ ଯୋଗୁଁ ସୃଷ୍ଟି ହୋଇଥିବା ଏହି ସମସ୍ୟାର ସମୟରେ ସାର୍ବଜନୀକ ଓ ଘରୋଇ କ୍ଷେତ୍ରର ବ୍ୟାଙ୍କ ନିଜ କ୍ୟାପିଟାଲ ବଫରକୁ ମଜବୁତ କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.