ETV Bharat / business

ଆଦାନୀ ଗ୍ରୀନ ଏନର୍ଜୀର 20 ଷ୍ଟକ ହାତେଇଲା ଟୋଟାଲ - ଆଦାନୀ ଗ୍ରୀନ ଏନର୍ଜି ଲିମିଟେଡର

ବୈଶ୍ବିକ ଏନର୍ଜି କମ୍ପାନୀ ଟୋଟାଲ ଓ ଆଦାନୀ ଗ୍ରୀନ ଏନର୍ଜି ଲିମିଟେଡର ସହଭାଗିତା । ଏଜିଇଏଲ 20 ପ୍ରତିଶତ ଇକ୍ୟୁଟି ହାସଲ କରିଛି ଟୋଟାଲ । ଅଧିକ ପଢନ୍ତୁ..

ଆଦାନୀ ଗ୍ରୀନ ଏନର୍ଜୀର 20 ଷ୍ଟକ ହାତେଇଲା ଟୋଟାଲ

author img

By

Published : Jan 18, 2021, 3:34 PM IST

ନୂଆଦିଲ୍ଲୀ: ବୈଶ୍ବିକ ଏନର୍ଜି କମ୍ପାନୀ ଟୋଟାଲ ଆଦାନୀ ଗ୍ରୀନ ଏନର୍ଜି ଲିମିଟେଡର 20 ପ୍ରତିଶତ ଇକ୍ୟୁଟି ହାସଲ କରିଛି । । ଏ ନେଇ ଆଦାନୀ ଗ୍ରୁପ ସୋମବାର ସୂଚନା ଦେଇଛନ୍ତି ।

ଆଦାନା ଗ୍ରୁପ ଏକ ବିବୃତ୍ତିରେ କହିଛି କି ‘‘ ଆଦାନୀ ଗ୍ରୀନ ଏନର୍ଜି ଲିମିଟେଡ (ଏଜିଇଏଲ)ରେ ଆଦାନୀ ପ୍ରମୋଟର ଗ୍ରୁପର ସେୟାରକୁ ଅଧିଗ୍ରହଣ ଜରିଆରେ ଟୋଟାଲ 20 ପ୍ରତିଶତ ଅଂଶଧନ କିଣିଛି ।

ଏଜିଇଏଲରେ ନିବେଶ ଆଦାନୀ ଗ୍ରୁପ ଓ ଟୋଟାଲ ଦ୍ବାରା ରଣନୀତିକ ଗଠବନ୍ଧନ ଦିଗରେ ଆଉ ଏକ ପଦକ୍ଷେପ । ଆଦନୀ ଗ୍ରୁପର ଚେୟାରମ୍ୟାନ ଗୌତମ ଆଦାନୀ କହିଛନ୍ତି କି, ଆମେ 2020 ପର୍ଯ୍ୟନ୍ତ 450 ଗୀଗାୱାଟ ଅକ୍ଷୟ ଉର୍ଜା ଭାରତର ଲକ୍ଷ୍ୟ ପୂରଣ ପାଇଁ ମିଳିମିଶି କାମ କରିବାକୁ ପ୍ରସ୍ତୁତ ।

ତେବେ ଆଦାନୀ ଗ୍ରୁପ ଏବଂ ଟୋଟାଲ ମଧ୍ୟରେ ସମ୍ପର୍କ ସ୍ଥାପନ ପାଇଁ ଏଜିଇଏଲରେ ଏହି ନିବେଶ ଅନ୍ୟ ଏକ ରଣନୀତି । ଆଦାନୀ ଗ୍ରୁପ ଅକ୍ଷୟ ଉର୍ଜା ସମ୍ପଦ , ଗ୍ୟାସ ୟୁଟିଲିଟି ବିଜନେସ ଭଳି ବିଭିନ୍ନ ବ୍ୟବସାୟ ସମଗ୍ର ଦେଶରେ ବିସ୍ତାର ହୋଇ ଅଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.