ETV Bharat / business

କର୍ମଚାରୀ ଓ ପରିବାରର ଟୀକାକରଣ ଖର୍ଚ୍ଚ ଦେବ ରିଲାଏନ୍ସ - Reliance to bear full cost of vaccination for employees

ସମସ୍ତ କର୍ମଚାରୀଙ୍କୁ ମେଲ ପଠାଇ ରିଲାଏନ୍ସ କହିଛି କି ସେମାନେ କୋଭିଡ ଟୀକା ନେବା ସହ ନିଜ ଭାଇଭଉଣୀ, ପରିବାର ସମସ୍ୟଙ୍କ ଟୀକାକରଣ କରନ୍ତୁ । ଅଧିକ ପଢନ୍ତୁ..

କର୍ମଚାରୀ ଓ ପରିବାରର ଟୀକାକରଣ ଖର୍ଚ୍ଚ  ଦେବ ରିଲାଏନ୍ସ

author img

By

Published : Mar 5, 2021, 6:31 PM IST

ନୂଆଦିଲ୍ଲୀ: କୋରୋନା ସଙ୍କଟ କାଳରେ କର୍ମଚାରୀ ଓ ତାଙ୍କ ପରିବାରର ସୁସ୍ଥ ସ୍ବାସ୍ଥ୍ୟ ପାଇଁ ଆଗେଇ ଆସିଲା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ । ସମସ୍ତ କର୍ମଚାରୀଙ୍କୁ ମେଲ ପଠାଇ କମ୍ପାନୀ କହିଛି କି ସେମାନେ କୋଭିଡ ଟୀକା ନେବା ସହ ନିଜ ଭାଇଭଉଣୀ, ପରିବାର ସମସ୍ୟଙ୍କ ଟୀକାକରଣ କରନ୍ତୁ । ଆଉ ଏଥିଲାଗି ହେବାକୁ ଥିବା ସମସ୍ତ ଖର୍ଚ୍ଚ କମ୍ପାନୀ ବହନ କରିବ ।

ରିଲାଏନ୍ସ ଫାଉଣ୍ଡେସନର ଚେୟାରପର୍ସନ ତଥା ପ୍ରତିଷ୍ଠାତା ନୀତା ଅମ୍ବାନୀ ସମସ୍ତ କର୍ମଚାରୀଙ୍କୁ ମେଲ ଜରିଆରେ ଜଣାଇଛନ୍ତି କି ନିଜ ପରିବାର ସହ ସମସ୍ତେ ଭାରତୀୟ ସରକାରଙ୍କ କୋଭିଡ-19 ଟୀକାକରଣ କାର୍ଯ୍ୟକ୍ରମରେ ପଞ୍ଜିକରଣ କରାନ୍ତୁ । ଏହି ଟୀକାରଣର ସବୁ ଖର୍ଚ୍ଚ କମ୍ପାନୀ ବହନ କରିବ । ଆପଣ ଓ ଆପଣଙ୍କ ପରିବାର ସୁରକ୍ଷା କଲ୍ୟାଣ ଆମର ଦାୟିତ୍ବ । ମୁକେଶ ଓ ମତେ ବାସ୍ତବରେ ବିଶ୍ବାସ ରହିଛି କି ଯେଉଁ ଲୋକ ମଧ୍ୟ ରିଲାଏନ୍ସ ପରିବାରର ଭାଗୀଦାର ସେମାନଙ୍କ ପ୍ରିୟଜନଙ୍କ ସ୍ବାସ୍ଥ୍ୟ ଓ ଖୁସି ଆମର ଦାୟିତ୍ବ । ’’

କୋରୋନାକୁ ହରାଇବା ପାଇଁ ସରକାର ଏବେ ବିଶ୍ବର ବଡ କୋଭିଡ-19 ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଶେଷରେ ସେ ନିଜ ପତ୍ରରେ ଲେଖିଛନ୍ତି କି , ‘ କୋରୋନା ହାରିବ, ଭାରତ ଜିତିବ ’ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.