ETV Bharat / business

ବ୍ୟବସାୟୀଙ୍କ ପାଇଁ ଋଣ ପ୍ରବାହ ବୃଦ୍ଧି ଜରୁରୀ: ପିଏମ

author img

By

Published : Feb 26, 2021, 7:57 PM IST

ଯଦିଓ ସରକାର ଘରୋଇ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରୟାସ କରୁଛନ୍ତି , କିନ୍ତୁ ବ୍ୟାଙ୍କିଙ୍ଗ ଓ ବୀମା କ୍ଷେତ୍ରରେ ସରକାରଙ୍କ ଉପସ୍ଥିତି ଜରୁରୀ ରହିଛି । ଅଧିକ ପଢନ୍ତୁ..

ବ୍ୟବସାୟୀଙ୍କ ପାଇଁ  ଋଣ ପ୍ରବାହ ବୃଦ୍ଧି ଜରୁରୀ : ପିଏମ

ନୂଆଦିଲ୍ଲୀ: ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥାର ଆବଶ୍ୟକତାକୁ ପୂରଣ କରିବା ପାଇଁ ବ୍ୟବସାୟୀଙ୍କୁ ଋଣ ପ୍ରବାହ ବଢାଇବା ଦରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ନେଇ ଆହ୍ବାନ ଦେଇଛନ୍ତି ।

ଆର୍ଥିକ ସେକ୍ଟର ସହ ସମ୍ବନ୍ଧିତ ବଜେଟ ପ୍ରସ୍ତାବ ଉପରେ ଏକ ୱେବିନାରକୁ ସମ୍ବୋଧିତ କରି ପିଏମ କହିଛନ୍ତି କି ଆର୍ଥିକ ଉତ୍ପାଦକୁ ଫିନଟେକ ଓ ଷ୍ଟାର୍ଟଅପର ଆବଶ୍ୟକତାର ଅନୁଯାୟୀ ହେବା ଦରକାର । ମୋଦି କହିଛନ୍ତି କି, ଯଦିଓ ସରକାର ଘରୋଇ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରୟାସ କରୁଛନ୍ତି , କିନ୍ତୁ ବ୍ୟାଙ୍କିଙ୍ଗ ଓ ବୀମା କ୍ଷେତ୍ରରେ ସରକାରଙ୍କ ଉପସ୍ଥିତି ଜରୁରୀ ରହିଛି ।

‘‘ ଯେଉଁଭଳି ଆମର ଅର୍ଥବ୍ୟବସ୍ଥା ଅଗ୍ରଗତି କରୁଛି, ଆଉ ଅଭିବୃଦ୍ଧି ବଢୁଛି , ଋଣ ପ୍ରଭାହ ମଧ୍ୟ ସେହି ହାରରେ ଗୁରୁତ୍ବପୂର୍ଣ୍ଣ । ତେବେ ଦେଖିବାକୁ ପଡିବ କି ଋଣ ନୂଆ ଉଦ୍ୟୋଗୀ, ନୂଆ ସେକ୍ଟର ପାଖରେ କିପରି ପହଞ୍ଚିବ । ଏବେ ଆପଣଙ୍କୁ ଷ୍ଟାର୍ଟଅପ ଓ ଫିନଟେକ ପାଇଁ ନୂଆ ଏବଂ ଭଲ ଆର୍ଥିକ ଉତ୍ପାଦର ନିର୍ମାଣ ଉପରେ ଫୋକସ କରିବାକୁ ହେବ । ’’

ସରକାର ଆର୍ଥିକ ସେବାକୁ ଜୀବନ୍ତ , ସକ୍ରିୟ ଓ ମଜବୁତ କରିବା ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ମଧ୍ୟ ଜଣାଇଛନ୍ତି ମୋଦି । ସେ କହିଛନ୍ତି କି ସରକାର ଠିକ ଲକ୍ଷ୍ୟରେ କରାଯାଇଥିବା ସମସ୍ତ ବ୍ୟବସାୟୀକ ନିଷ୍ପତ୍ତି ସହ ଠିଆ ହେବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.