ETV Bharat / business

ଲକଡାଉନ: କର୍ମଚାରୀଙ୍କୁ ଦରମା ଦେବାକୁ ଅସମର୍ଥ ଏମଏସଏମଇ ରପ୍ତାନୀକାରୀ

ଏମଏସଏମଇ ରପ୍ତାନୀକାରୀଙ୍କ ପାଖରେ କର୍ମଚାରୀଙ୍କୁ ଦରମା ଦେବାକୁ ପର୍ଯ୍ୟାପ୍ତ ଅର୍ଥନାହିଁ । ଯଦି ରପ୍ତାନୀକାରୀ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ମାଲ ଡେଲିଭରି କରିବେ ନାହିଁ ତେବେ ସେମାନଙ୍କ ଅର୍ଡର ରଦ୍ଦ ହୋଇଯିବ । କେବଳ ଏତିକି ନୁହେଁ ଏଥିପାଇଁ ଜୋରିମାନା ସହ ବଜାର ଉପରେ ଖରାପ ପ୍ରଭାବ ପଡିବ ।

msme exporters have no liquidity to pay wages for april fieo
ଲକଡାଉନ: କର୍ମଚାରୀଙ୍କୁ ଦରମା ଦେବାକୁ ଅସମର୍ଥ ଏମଏସଏମଇ ରପ୍ତାନୀକାରୀ
author img

By

Published : Apr 15, 2020, 7:12 AM IST

ନୂଆଦିଲ୍ଲୀ : କର୍ମଚାରୀଙ୍କୁ ଏପ୍ରିଲ ମାସର ଦରମା ଦେବା ପାଇଁ ସୁକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ (ଏମଏସଏମଇ) ଉଦ୍ୟୋଗ ଗୁଡିକ ପାଖରେ ନଗଦ ଅର୍ଥ ନାହିଁ । ରପ୍ତାନୀ ବନ୍ଦ ଥିବାରୁ ରପ୍ତାନୀକାରୀ ଏବେ କ୍ଷତିରେ ବୁଡିଲେଣି । ମଙ୍ଗଳବାର ଶୀର୍ଷ ରପ୍ତାନିକାରୀ ସଂଗଠନ ଫିଓ ଏ ନେଇ କହିଛି ।

ଲକଡାଉନ କାରଣରୁ ବ୍ୟବସାୟିକ କାର୍ଯ୍ୟକଳାପ ଠପ ରହିଛି । ଏ ସବୁ ସମସ୍ୟାରୁ ମୁକୁଳିବା ପାଇଁ ଫେଡେରେସନ ଅଫ ଇଣ୍ଡିଆନ ରପ୍ତାନିକାରୀ ସଂଗଠନ (FIEO) ତୁରନ୍ତ ରିଲିଫ ପ୍ୟାକେଜ ଘୋଷଣା ଏବଂ ଉତ୍ପାଦନ ୟୁନିଟ ଗୁଡିକରେ ଆଂଶିକ ଭାବେ କାର୍ଯ୍ୟ ଆରମ୍ଭ କରିବାକୁ ଅନୁମତି ଦେବାରୁ ସରକାରଙ୍କୁ ଜଣାଇଛି ।

ଫିଓ ଅଧ୍ୟକ୍ଷ ଶରଦ କୁମାର ସରାଫ ଏକ ବିବୃତ୍ତିରେ କହିଛନ୍ତି ଯେ, ‘‘ରପ୍ତନୀକାରୀଙ୍କୁ ବିଶେଷ କରି ଏମଏସଏମଇ ରପ୍ତାନୀକାରୀଙ୍କ ପାଖରେ କର୍ମଚାରୀଙ୍କୁ ଦରମା ଦେବାକୁ ପର୍ଯ୍ୟାପ୍ତ ଅର୍ଥନାହିଁ । ତେବେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ରାଷ୍ଟ୍ର ସମ୍ବୋଧନରେ ଏ ନେଇ କିଛି ରିଲିଫ ପ୍ୟାକେଜ ଘୋଷଣା କରିବେ ବୋଲି ଆଶା ଥିଲା । ହେଲେ ସେପରି ହେଲା ନାହିଁ । ଯଦି ରପ୍ତାନୀକାରୀ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ମାଲ ଡେଲିଭରି କରିବେ ନାହିଁ ତେବେ ସେମାନଙ୍କ ଅର୍ଡର ରଦ୍ଦ ହୋଇଯିବ । କେବଳ ଏତିକି ନୁହେଁ ଏଥିପାଇଁ ଜୋରିମାନା ସହ ବଜାର ଉପରେ ଖରାପ ପ୍ରଭାବ ପଡିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.