ETV Bharat / business

କେତେ ସମୟ ବାଜିବ ଫୋନ ? କହିଲା TRAI - ମୋବାଇଲ ରିଙ୍ଗ ସମୟ

ଟ୍ରାଇ କହିଲା କଲ ରିଙ୍ଗ ସମୟ । ଫୋନ ରିସିଭ ନ କଲେ କେତେ ସମୟ ରିଙ୍ଗ ହେବେ ସେ ନେଇ ସ୍ଥିର ହୋଇଛି ସମୟସୀମା ।

ପ୍ରତିକାତ୍ମକ ଫଟୋ
author img

By

Published : Nov 2, 2019, 11:48 PM IST

ନୂଆଦିଲ୍ଲୀ: ଫୋନ ଆସିଲେ କେତେ ସମୟ ବାଜିବ ରିଙ୍ଗଟୋନ । ସ୍ଥିର କରିଛି ଟେଲିକମ ଅଥରଟି ଅଫ ଇଣ୍ଡିଆ (ଟ୍ରାଇ) । ଏଣିକି ମୋବାଇଲକୁ ଆସୁଥିବା ଇନକମିଂ କଲ 30 ସେକେଣ୍ଡ ଓ ଲ୍ୟାଣ୍ଡଲାଇନ 60 ସେକେଣ୍ଟ ପର୍ଯ୍ୟନ୍ତ ବାଜିବ ।

ମୋବାଇଲ କିମ୍ବା ଲ୍ୟାଣ୍ଡ ଲାଇନକୁ ଫୋନ କଲେ ଯଦି କେହି ଉତ୍ତର ନ ଦିଅନ୍ତି, ତେବେ ସେହି କ୍ଷେତ୍ରରେ ଏହି ନିୟମକୁ ଲାଗୁ ହେବ । ଏବେ ସୁଦ୍ଧା ଦେଶରେ ଫୋନ ରିଙ୍ଗ ଅବଧି କିଛି ସ୍ଥିର ନଥଲା ।

ଦୂରସଞ୍ଚାର କମ୍ପାନୀଙ୍କ କଲ ଯୋଡିବା ଶୁଳ୍କରୁ ହେଉଥିବା ପ୍ରଫିଟକୁ ପାଇବା ପାଇଁ କମ୍ପାନୀମାନେ ହିଁ ଏହି ଅବଧିକୁ କମ କରିଦେଇଥିଲେ । ଯେପରି ଅନ୍ୟ ନେଟୱର୍କର ଉପଭୋକ୍ତା ପୁଣି ତାଙ୍କର ନେଟୱର୍କକୁ କଲ ବ୍ୟାକ କରିବାକୁ ବାଧ୍ୟ ହେବେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.