ETV Bharat / business

ମାର୍ଚ୍ଚରେ ସର୍ବୋଚ୍ଚ ସ୍ତରରେ ପାସେଞ୍ଜର ଯାନ ବିକ୍ରି: ସିଆମ - assenger vehicle sale

ଗତ ମାସରେ ପାସେଞ୍ଜର କାର ବିକ୍ରି 2,90,939 ୟୁନିଟ ରହିଥିଲା । ଯେଉଁଥିରେ 2020 ମାର୍ଚ୍ଚ ମାସରେ ବିକ୍ରି 1,35,196 ଯାନ ତୁଳନାରେ ବୃଦ୍ଧି ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ..

Base effect pushes March passenger vehicle sales higher: SIAM

author img

By

Published : Apr 13, 2021, 4:57 PM IST

ନୂଆଦିଲ୍ଲୀ: 2021 ମାର୍ଚ୍ଚ ମାସରେ ଘରୋଇ ପାସେଞ୍ଜର ଯାନ ବିକ୍ରି ବଢିଛି । ଆଉ ଏହାର କାରଣ ହେଉଛି ବେସ ଇଫେକ୍ଟ ସହ କମ ସୁଧ ହାର ଓ ପେଣ୍ଟ-ଅପ ଚାହିଦା । ଏହି ସବୁ କାରଣ ଯୋଗୁଁ ପାସେଞ୍ଜର ଯାନ ବିକ୍ରିରେ ବର୍ଷାନୁକ୍ରମିକ ଆଧାରରେ ବୃଦ୍ଧି ରେକର୍ଡ ହୋଇଛି ।

ଗତ ମାସରେ ପାସେଞ୍ଜର କାର ବିକ୍ରି 2,90,939 ୟୁନିଟ ରହିଥିଲା । ଯେଉଁଥିରେ 2020 ମାର୍ଚ୍ଚ ମାସରେ ବିକ୍ରି 1,35,196 ଯାନ ତୁଳନାରେ ବର୍ଷାନୁକ୍ରମିକ ଆଧାରରେ ବହୁ ସଂଖ୍ୟକ ବୃଦ୍ଧି ଦେଖିବାକୁ ମିଳିଛି । ସେହିପରି 2021 ଫେବୃଆରୀରରେ କାରର ଉପଖଣ୍ଡ , ଉଯୋଗୀତା ଯାନ ଓ ବ୍ୟାନ ସମେତ 281,380 ୟୁନିଟର ବିକ୍ରି ହୋଇଛି ।

ସେପଟେ 2020 ସମାନ ଅବଧିରେ ଘରୋଇ ବଜାରରେ ମୋଟ 156,985 ଯାନର କାର ବିକ୍ରି ହୋଇଥିଲା । ସୋସାଇଟି ଅଫ ଇଣ୍ଡିଆନ ଅଟୋମୋବାଇଲ ମ୍ୟାନୁଫେକ୍ଚର୍ସ (ସିଆମ) ପକ୍ଷରୁ 2021 ମାର୍ଚ୍ଚ ମାସରେ ଅଟୋ ଉଦ୍ୟୋଗର ବିକ୍ରି ସଂଖ୍ୟାରୁ ଏହି ସୂଚନା ମିଳିଛି ।

ସିଆମ କହିଛି କି ଡାଟାରେ ଟାଟା ମୋଟର୍ସ ଭଳି କିଛି ପ୍ରମୁଖ ଦିଗ୍ଗଜୟର ବିକ୍ରି ତଥ୍ୟ ସାମିଲ ରହିଛି । 2021 ମାର୍ଚ୍ଚ ମାସରେ ଗତ ବର୍ଷର ଏହି ମାସ ତୁଳନାରେ ୟୁଟିଲିଟି ଯାନର ବିକ୍ରି ବଢି 122,350 ରେ ପହଞ୍ଚିଥିଲା ।

ତେବେ ଯଦି ଆମେ 2020-21କୁ ତୁଳନା କରିବା ତେବେ ପାସେଞ୍ଜର ଯାନ ବିକ୍ରିରେ 2.24 ପ୍ରତିଶତର ହ୍ରାସ ଦେଖିବାକୁ ମିଳିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.