ETV Bharat / business

ଭିଭୋ ବ୍ରାଣ୍ଡ ଆମ୍ବାସଡର ହେଲେ ବିରାଟ କୋହଲି - Vivo brand ambassador

ଭିଭୋ ବ୍ରାଣ୍ଡର ପ୍ରଚାରରେ ନଜର ଆସିବେ ଭାରତୀୟ କ୍ରିକେଟ ଟିମ କ୍ୟାପ୍ଟେନ ବିରାଟ କୋହଲି । ଚୀନ ସ୍ମାର୍ଟଫୋନ କମ୍ପାନୀ ଭିଭୋ ବିରାଟ କୋହଲିଙ୍କୁ ନିଜର ବ୍ରାଣ୍ଡ ଆମ୍ବାସଡର କରିଛି । ଅଧିକ ପଢନ୍ତୁ..

ଭିଭୋ ବ୍ରାଣ୍ଡ ଆମ୍ବାସଡର ହେଲେ ବିରାଟ କୋହଲି
ଭିଭୋ ବ୍ରାଣ୍ଡ ଆମ୍ବାସଡର ହେଲେ ବିରାଟ କୋହଲି
author img

By

Published : Apr 7, 2021, 10:17 PM IST

Updated : Apr 7, 2021, 11:02 PM IST

ନୂଆଦିଲ୍ଲୀ: ଏବେ ଭିଭୋ ବ୍ରାଣ୍ଡର ପ୍ରଚାରରେ ନଜର ଆସିବେ ଭାରତୀୟ କ୍ରିକେଟ ଟିମ କ୍ୟାପ୍ଟେନ ବିରାଟ କୋହଲି । ଚୀନ ସ୍ମାର୍ଟଫୋନ କମ୍ପାନୀ ଭିଭୋ ବିରାଟ କୋହଲିଙ୍କୁ ନିଜର ବ୍ରାଣ୍ଡ ଆମ୍ବାସଡର କରିଛି ।

ପ୍ରକାଶ କି, ଭିଭୋ ଆଇପିଏଲର 14ତମ ସିଜନର ସ୍ପନ୍ସର ରହିଛି । ସେହିଭଳି ଭିଭୋ ଅନୁସାରେ ଏବେ ବିରାଟ କୋହଲି ଭିଭୋର ଅପକମିଙ୍ଗ ପ୍ରଡକ୍ଟ ଲଞ୍ଚର ପ୍ରମୋଟ କରୁଥିବା ଦେଖିବାକୁ ମିଳିବେ । ଏଥିସହ ସେ ଭିଭୋର ପ୍ରଡକ୍ଟସ ପାଇଁ ବିଜ୍ଞାପନ ବି କରିବେ ।

ଗତ ବର୍ଷ ବୟକଟ ଚାଇନା ପ୍ରଡକ୍ଟକୁ ନେଇ ବିସିସିଆଇ ଓ ଭିଭୋ ମିଶି ନିଷ୍ପତ୍ତି ନେଇଥିଲେ କି ଆଇପିଏଲ 2020 ର ସ୍ପନ୍ସରସିପ ହୋଲ୍ଡ କରାଯାଉ । ଫଳରେ ଗତ ବର୍ଷର ଆଇପିଏଲ ସ୍ପନ୍ସର ଭିଭୋ ନଥିଲା । ହେଲେ ଏବେ ଭିଭୋକୁ ଆଇପିଏଲର ସ୍ପନ୍ସରସିପ ପୁଣି ମିଳିସାରିଛି । ଆଉ ଏକ ବର୍ଷ ପାଇଁ ଏହି ଅବଧିକୁ ବଢାଇ ବି ଦିଆଯାଇଛି ।

Last Updated : Apr 7, 2021, 11:02 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.