ETV Bharat / business

V-ଆକାରରେ ଅର୍ଥବ୍ୟବସ୍ଥା, G20 ଦେଶର ଶ୍ରେଷ୍ଠ ପ୍ରଦର୍ଶନକାରୀ ତାଲିକାରେ ଭାରତ

author img

By

Published : Jun 11, 2021, 7:08 PM IST

ଭି ଆକାର ରିକୋଭରି ଯୋଗୁଁ ଭାରତ ଜି-20 ଦେଶର ଶ୍ରେଷ୍ଠ ପ୍ରଦର୍ଶନକାରୀ ମଧ୍ୟରେ ସାମିଲ ହୋଇଛି । ଅଧିକ ପଢନ୍ତୁ..

V-ଆକାରରେ  ଅର୍ଥବ୍ୟବସ୍ଥା, G20 ଦେଶର ଶ୍ରେଷ୍ଠ ପ୍ରଦର୍ଶନକାରୀ ତାଲିକାରେ ଭାରତ
V-ଆକାରରେ ଅର୍ଥବ୍ୟବସ୍ଥା, G20 ଦେଶର ଶ୍ରେଷ୍ଠ ପ୍ରଦର୍ଶନକାରୀ ତାଲିକାରେ ଭାରତ

ନୂଆଦିଲ୍ଲୀ: କୋରୋନା ମହାମାରୀ ଯୋଗୁଁ ଗତ ବର୍ଷ ଦେଶର ବିକାଶ ହାରରେ ସବୁଠୁ ବଡ ହ୍ରାସ ଦେଖିବାକୁ ମିଳିଥିଲା । ମୋଟ ଘରୋଇ ଉତ୍ପାଦ (ଜିଡିପି) 2020-21 ଆର୍ଥିକ ବର୍ଷରେ 7.3 ପ୍ରତିଶତ ଖସିଛି । କିନ୍ତୁ ଏହା ପରେ ବି ଭାରତୀୟ ଅର୍ଥବ୍ୟବସ୍ଥା ବର୍ଷର ବାକି 6 ମାସରେ ଜି-20 ଦେଶରେ କିଛି ସିଲେକ୍ଟିଭ ଅର୍ଥବ୍ୟବସ୍ଥାରେ ସାମିଲ ହେବାକୁ ତୀବ୍ର ସୁଧାର ଆସିଥିଲା । ଏହି କାରଣରୁ ଗତ ବର୍ଷ ଶେଷ ଦୁଇ ତ୍ରୟମାସରେ ସକରାତ୍ମକ ବୃଦ୍ଧି ରେକର୍ଡ ହୋଇଛି ।

2021 ମେ ମାସର ମାସିକ ଆର୍ଥିକ ରିପୋର୍ଟରେ ଅର୍ଥମନ୍ତ୍ରାଳୟ ଭାରତୀୟ ଅର୍ଥବ୍ୟବସ୍ଥାର ଭି-ଆକାରରେ ସୁଧାର ନେଇ ଦର୍ଶାଇଥିଲା । କାରଣ 2020 ମାର୍ଚ୍ଚ ମାସରେ ଦେଶବ୍ୟାପୀ କୋରୋନା ଲକଡାଉନ ଲାଗୁ ଯୋଗୁଁ ଅର୍ଥନୈତିକ ଅବନତି ଅବଧି ସ୍ବଳ୍ପ ସମୟର ଥିଲା ।

ଦେଶର ସର୍ବୋଚ୍ଚ ପରିସଂଖ୍ୟାନ ସଂସ୍ଥା NSO ଦ୍ବାରା ଜାରି ବିକାଶ ଆକଳନ ଅନୁଯାୟୀ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) 7.3 ପ୍ରତିଶତ କମିଛି । ଯାହାକି ଅଗ୍ରୀମ ଆକଳନର 8 ପ୍ରତିଶତ ଠାରୁ ଉନ୍ନତି ହୋଇଛି । ଅର୍ଥମନ୍ତ୍ରାଳୟ ଏହାର ରିପୋର୍ଟରେ କହିଛି କି ମୋଟାମୋଟି ଭାବେ ଆର୍ଥିକ ବର୍ଷ 2020-21ର ଦ୍ବିତୀୟ ଛଅ ମାସରେ ଭାରତର ଅର୍ଥବ୍ୟବସ୍ଥାରେ ସ୍ଥିତ ଭି-ଆକାରର ଯୋଗୁଁ ଥିଲା ।

ନଭେମ୍ବର 2020 ମାସିକ ରିପୋର୍ଟରେ ଅର୍ଥମନ୍ତ୍ରାଳୟ କହିଥିଲା କି 2020-21ର ମଧ୍ୟରେ ଭି-ଆକାର ରିକୋଭରି ଭାରତୀୟ ଅର୍ଥବ୍ୟବସ୍ଥାର ନମନୀୟତା ଓ ମଜବୁତକୁ ଦର୍ଶାଇଥାଏ ।

ଆମେରିକା, ବ୍ରିଟେନ , ଜର୍ମାନୀ , ଫ୍ରାନ୍ସ , ଇଟାଲୀ, ସ୍ପେନ ଓ କାନାଡା ଆଠ ଉନ୍ନତ ଅର୍ଥବ୍ୟବସ୍ଥା । ସେପଟେ ଭାରତ, ଋଷ , ଚୀନ , ବ୍ରାଜିଲ , ଦକ୍ଷିଣ ଆଫ୍ରିକା , ତୁର୍କୀ, ମେସ୍କିକୋ ଓ ଇଣ୍ଡୋନେସିଆ ଜି-20 ରେ ଆଠ ପ୍ରମୁଖ ଅର୍ଥବ୍ୟବସ୍ଥା ।

ଅର୍ଥମନ୍ତ୍ରାଳୟ ଜି-20 ଗ୍ରୁପର ଆର୍ଥିକ ପ୍ରଦର୍ଶନର ବିଶ୍ଲେଷଣରେ 3 ସଦସ୍ୟ ଦେଶ - ଅଷ୍ଟ୍ରେଲିଆ , ଆଣ୍ଟିଜେନ ଓ ସାଉଦି ଆରବ ଡାଟାର ବ୍ୟବହାର କରିନାହିଁ । ଜି-20 ସମୂହରେ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.