ETV Bharat / business

1 ଜିବି ଡାଟା ପାଇଁ ପାକିସ୍ତାନ ଗଣୁଛି 132 ଟଙ୍କା - global

Cable.co.ukର ଏକ ରିସର୍ଚ୍ଚରେ ଡାଟାର ମୁଲ୍ୟକୁ ନେଇ ରିପୋର୍ଟ ପ୍ରକାଶ ପାଇଛି । ସବୁଠାରୁ ଶସ୍ତା ଡାଟା ମିଳୁଥିବା ଲିଷ୍ଟରେ ଭାରତ ରହିଥିବା ବେଳେ ମହଙ୍ଗା ଡାଟାରେ ୟୁଏଇ, ଜିମ୍ବାଓ , ପାକିସ୍ତାନ ଆଦି ରହିଛନ୍ତି ।

ପ୍ରତିକାତ୍ମକ ଫଟୋ
author img

By

Published : Mar 6, 2019, 5:19 PM IST

ନୂଆଦିଲ୍ଲୀ: ଆଜିକାଲି ବିନା ସ୍ମାର୍ଟ ଫୋନରେ ମଣିଷ ମୁହୁର୍ତ୍ତଟିଏ ରହିପାରୁନାହିଁ । ଆଉ ଇଣ୍ଟରନେଟ ଡାଟା ଅନ ନ କଲେ ଦିନ କଟିବା ମୁସ୍କିଲ । ଖାଇବା ଥାଉ କି ନଥାଉ , ହେଲେ ଡାଟ ପାଇଁ ରିଚାର୍ଜ ନ କରି ରହିବା କଷ୍ଟକର । ତେବେ ଆପଣ ଜାଣନ୍ତି କି 1 ଜିବି ଡାଟା ପାଇଁ ଆପଣଙ୍କ କେତେ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି । ଆଉ ଏହି 1 ଜିବି ଡାଟାର ବଦଳରେ ପାକିସ୍ତାନକୁ କେତେ ଗଣିବାକୁ ପଡେ ?

Cable.co.ukର ଏକ ରିସର୍ଚ୍ଚରେ ଡାଟାର ମୁଲ୍ୟକୁ ନେଇ ରିପୋର୍ଟ ପ୍ରକାଶ ପାଇଛି । ଏଥିରେ 1 ଜିବି ଡାଟାର ମୁଲ୍ୟ କେଉଁ ଦେଶରେ କେତେ ରହିଛି , ସେ ନେଇ ଖୁଲାସା କରାଯାଇଛି । ସବୁଠାରୁ ଶସ୍ତା ଡାଟା ମିଳୁଥିବା ଲିଷ୍ଟରେ ଭାରତ ରହିଥିବା ବେଳେ ମହଙ୍ଗା ଡାଟାରେ ୟୁଏଇ, ଜିମ୍ବାଓ , ପାକିସ୍ତାନ ଆଦି ରହିଛନ୍ତି ।

ଭାରତରେ 1 ଜିବି ଡାଟା ବ୍ୟବହାର ପାଇଁ ମାତ୍ର 18 ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ । ହେଲେ ପାକିସ୍ତାନରେ ଏହାର ଦାମ ପ୍ରାୟ 130 ଟଙ୍କା ରହିଛି । ଯାହାକି ଭାରତ ଠାରୁ ପାଖାପାଖୀ 7 ଗୁଣା ଅଧିକ ରହିଛି । ସେହିପରି ଜିମ୍ବାଓରେ 1 ଜିବି ଡାଟା ର ଦାମ 5 ହଜାର ଟଙ୍କା, ୟୁଏଇରେ 701 ଟଙ୍କା ରହିଛି । ସଯୁକ୍ତ ରାଷ୍ଟ୍ର୍ର ଆମେରିକା ଏହି ଲିଷ୍ଟର 163 ସ୍ଥାନରେ ରହିଛି ।

undefined

Cable.co.uk ପୂରା 230 ଦେଶର 6313 ମୋବାଇଲ ପ୍ଲାନ୍ସକୁ ସାହାଯ୍ୟରେ ଏହି ରିପୋର୍ଟ ପ୍ରସ୍ତୁତ କରିଛି ଯ ଏହି ତଥ୍ୟକୁ 2018 ଅକ୍ଟୋବର 23ରୁ ନଭେମ୍ବର 28 ମଧ୍ୟରେ ଏକତ୍ର କରାଯାଇଛି ।

ରାଉରକେଲା-ପାନପୋଷ ଉପଖଣ୍ଡ ର ଏକ କନ୍ୟାଶ୍ରମ ର ଛାତ୍ରୀ ଗର୍ଭବତୀ ହେବା ଘଟଣା ରେ ଚମୂ ଓରାମ କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। କାଲି ଏହି ମାମଲା ସାମ୍ନା କୁଆସିବା ପରେ କନ୍ୟାଶ୍ରମ ର ପ୍ରଧାନ ଶିକ୍ଷକ ବ୍ରହ୍ମଣୀତରଙ୍ଗ ଥାନା କୁ ଆସି ଥିଲେ। ପରେ ଛାତ୍ରୀ ର ଘର ଲୋକ ଆସି ଥିଲେ। ତଦନ୍ତ ବେଳେ ଏହା ସ୍ପଷ୍ଟ ହୋଇଛି କି 9ମ ଶ୍ରେଣୀ ର ଏହି ଛାତ୍ରୀ  ଦୁର୍ଗାପୂଜା ସମୟ ରେ ଗାଁ କୁ ଜୋଥିବା ସମୟ ରେ ତା ସହି ଦୁଷ୍କର୍ମ ପରେ ଚମୂ ତାକୁ ଧମକ ଦେଇ ଥିଲା। ଛୁଟି ପରଠାରୁ ସେ କନ୍ୟାଶ୍ରମ ଆସିଲା ତଥା ତାକୁ କିଛି ଅସୁବିଧା ହେବାରୁ  ଡାକ୍ତରୀ ଯାଞ୍ଚ ପରେ ସ୍ପଷ୍ଟ ହୋଇ ଥିଲା କି  ତାଙ୍କ ଗାଁ ର ଏକ 23 ବର୍ଷ ର ଯୁବକ ଦୁଷ୍କର୍ମ କରିଥିଲା। ଖବର ପାଇବା ପରେ ପୋଲିସ ଦୁଷ୍କର୍ମ ଅଭିଯୋଗ ରେ ଯୁବକ କୁ ଅଟକ ରଖୀ ପଚରା ଉଚରାକରିବା ପରେ ଆଜି କୋର୍ଟ ଚାଲାଣ କରିଛି। ଛାତ୍ରୀ ର ମେଡିକାଲ ଯାଞ୍ଚ କର ଯାଉଛି। ଏହି କନ୍ୟାଶ୍ରମ ଟି ତଥା ଛାତ୍ର ର ଘର ମଧ୍ୟ ବ୍ରହ୍ମଣୀତରଙ୍ଗ ଥାନା ଅଂଚଳ ରେ ଥିବାରୁ ପୋଲିସ ମାମଲା ରୁଜୁ କରି ଯୁବକ କୁ ଗିରଫ କରିଛି।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.