ETV Bharat / business

ଆଜି ପଞ୍ଚଦଶ ଅର୍ଥ ଆୟୋଗ ପରାମର୍ଶଦାତାଙ୍କ ବୈଠକ - ପଞ୍ଚଦଶ ଅର୍ଥ ଆୟୋଗ

ଗୁରୁବାର ବସିବ ପଞ୍ଚଦଶ ଅର୍ଥ ଆୟୋଗର ପରାମର୍ଶଦାତାଙ୍କ ବୈଠକ । ଜଣେ ବରିଷ୍ଠ ଅଧିକାରୀ ଏ ନେଇ ସୂଚନା ଦେଇଛନ୍ତି ।

The 15th finance commission advisory council will meet on thursday
ଆଜି ପଞ୍ଚଦଶ ଅର୍ଥ ଆୟୋଗ ପରାମର୍ଶଦାତାଙ୍କ ବୈଠକ
author img

By

Published : Feb 13, 2020, 12:02 PM IST

ନୂଆଦିଲ୍ଲୀ: ଗୁରୁବାର ବସିବ ପଞ୍ଚଦଶ ଅର୍ଥ ଆୟୋଗର ପରାମର୍ଶଦାତାଙ୍କ ବୈଠକ । ଜଣେ ବରିଷ୍ଠ ଅଧିକାରୀ ଏ ନେଇ ସୂଚନା ଦେଇଛନ୍ତି ।

2020-21 ଆର୍ଥିକ ବର୍ଷ ପାଇଁ ଆୟୋଗ ପକ୍ଷରୁ ରିପୋର୍ଟ ପ୍ରଦାନ ପରେ ପରାମର୍ଶଦାତା ପରିଷଦର ଏହା ପ୍ରଥମ ବୈଠକ ହେବ । ଆୟୋଗର ଅଧ୍ୟକ୍ଷ ଏନ. କେ ସିଂହଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେବ । ଏଥିରେ ଆୟୋଗର ଅନ୍ୟ ସଦସ୍ୟ ଏ. ଏନ ଝା, ଅଶୋକ ଲହରୀ, ରମେଶ ଚନ୍ଦ୍ର , ଅନୁପ ସିଂହ ଓ ଅରବିନ୍ଦ ମେହେତା ମଧ୍ୟ ସାମିଲ ହେବେ ।

ଅଧିକାରୀଙ୍କ ସୂଚନା ଅନୁଯାୟୀ, 2020-21 ବର୍ଷ ପାଇଁ ପଞ୍ଚଦଶ ଅର୍ଥ ଆୟୋଗ ରିପୋର୍ଟ ରାଷ୍ଟ୍ରପତିଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି । ଏହା ପରେ କେନ୍ଦ୍ର ସରକାର ରିପୋର୍ଟରେ କରାଯାଇଥିବା ସୁପାରିସକୁ ବ୍ୟାପକ ଭାବେ କାର୍ଯ୍ୟକାରୀ କରି ଏ ସମ୍ବନ୍ଧରେ ସଂସଦରେ ରିପୋର୍ଟ ଉପସ୍ଥାପନ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.