ନୂଆଦିଲ୍ଲୀ: ସୂଚନା ଆଦାନ ପ୍ରଦାନ ପାଇଁ ୱେବ ପୋର୍ଟାଲ ଆରମ୍ଭ କରିଛି କର ବିଭାଗ । କେନ୍ଦ୍ରୀୟ ପ୍ରତ୍ୟେକ୍ଷ କର ବୋର୍ଡ (ସିବିଡିଟି)ର ଚେୟାରମ୍ୟାନ ପି.ସି ମୋଦି ଆୟକର ବିଭାଗର ଏହି ପୋର୍ଟାଲର ଶୁଭାରମ୍ଭ କରିଛନ୍ତି ।
ସିବିଡିଟି ଏକ ବୟାନରେ କହିଛି ଯେ, ସ୍ବତ୍ତ: ସୂଚନା ଆଦାନପ୍ରଦାନ(ଏଇଓଆଇ) ଉପରେ ଭାରତ 2017ନ ରୁ ହିଁ ପ୍ରକାଶ କରୁଥିବା ରିପୋର୍ଟ ମାନକ(ସିଆରଏସ) ଅନୁଯାୟୀ ସୂଚନା ଦେବାକୁ ପ୍ରତିବଦ୍ଧ ରହିଛି । ଏଇଓଆଇକୁ 2015ରୁ ବାଧ୍ୟତାମୂଳକ ଘେରାଇ ଆଇନ ଢାଞ୍ଚା ରୂପରେ ଆପଣାଯାଇଛି ।