ETV Bharat / business

‘ପିଙ୍କ ସ୍ଲିପ’ନେଇ ଚିନ୍ତିତ କି ? ଏହି ଉପାୟରେ ଘରେ ବସି କମାନ୍ତୁ ଟଙ୍କା - ବେକାରୀ

ଅସାଧାରଣ ସମୟରେ ସବୁବେଳେ ଆଉଟ ଅଫ ଦି ବକ୍ସ ବିଚାରକୁ ଜନ୍ମ ଦେଇଛି । ଆଉ ଏବେ କୋଭିଡ-19 ମହାମାରୀ ସମସ୍ୟା ମଧ୍ୟ ଅଦ୍ବିତୀୟ । ଏଥିସହ ଚ୍ୟାଲେଞ୍ଜ ବହୁତ । ତେବେ ପିଙ୍କ ସ୍ଲିପ (ବରଖାସ୍ତ ନୋଟିସ) ଦେଖି ଚିନ୍ତା କରନ୍ତୁ ନାହିଁ । ବିକଳ୍ପ ବହୁତ ରହିଛି , ଆପଣାଇ ହୁଅନ୍ତୁ ରୋଜଗାରକ୍ଷମ। ଅଧିକ ପଢନ୍ତୁ..

Staring at a pink slip? A few ways to tide over
‘ପିଙ୍କ ସ୍ଲିପ’ନେଇ ଚିନ୍ତିତ କି ? ଏହି ଉପାୟରେ ଘରେ ବସି କମାନ୍ତୁ ଟଙ୍କା
author img

By

Published : May 8, 2020, 6:58 AM IST

ହାଇଦ୍ରାବାଦ , କୋରୋନା ମହାମାରୀ ଓ ଦେଶବ୍ୟାପି ତାଲାବନ୍ଦର ପ୍ରଭାବ ଗୁରୁତର ହେବାରେ ଲାଗିଛି । ଯୋଗାଣ ଶୃଙ୍ଖଳା ବାଧାପ୍ରାପ୍ତ ପରେ ଅର୍ଥବ୍ୟବସ୍ଥା ସମସ୍ୟା ଘେରରେ । ମହାମାନ୍ଦାବସ୍ଥା ଜଳଜଳ । ରୋଜଗାର ହରାଇ ଲୋକେ କଲବଲ । ସ୍ଥିତି ସଙ୍କଟାପର୍ଣ୍ଣ ।

ସେଣ୍ଟର ଫର ମନିଟରିଙ୍ଗ ଇଣ୍ଡିଆନ ଇକୋନୋମିକ(ସିଏମଆଇଇ) ଦ୍ବାରା ନିକଟରେ ଜାରି ଏକ ରିପୋର୍ଟରୁ ଜଣାପଡିଛି କି, ଭାରତରେ ବେକାରୀ ଦର 3 ମେ ସୁଦ୍ଧା 27.11 ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ମାର୍ଚ୍ଚରେ ଏହା 6.47 ପ୍ରତିଶତ ଥିଲା । ବହୁତ କମ୍ପାନୀ କର୍ମଚାରୀଙ୍କୁ ଛଟେଇ କରୁଥିବା ବେଳେ ଦରମା ନଥିବାକୁ ଅନେକ ଚାକୀରି ଛାଡୁଛନ୍ତି ।

ଏଭଳି ଅନିଶ୍ଚିତତା କିଛି ସମୟ ଯାଏଁ ଲାଗି ରହିବ ବୋଲି ବିଶେଷଜ୍ଞ ଦର୍ଶାଇଛନ୍ତି । ଏଥିପାଇଁ ଯୁବା ଭାରତକୁ କିଛି ବଡ ଝଟକା ଲାଗିବା ନେଇ ପ୍ରସ୍ତୁତ ରହିବା ଦରକାର । ତେବେ ଏହି ଗମ୍ଭୀର ସ୍ଥିତିର ମୁକାବିକା ଓ ବିକଳ୍ପ ପାଇଁ କିଛି ଟିପ୍ସ ରହିଛି , ଯାହାକୁ ଉପଯୋଗ କରାଯାଇପାରିବ ।

ସୋସିଆଲ ମିଡିଆ ପ୍ଲାର୍ଟଫର୍ମରେ ନିଜ ପ୍ରତିଭାର ପ୍ରଦର୍ଶନ

ଆମେ ସମସ୍ତେ ନିଜ ନିଜ ଶୈଳୀରେ ପ୍ରଭାବଶାଳୀ । ନିଜ ଭିତରେ ଲୁକାୟିତ ପ୍ରତିଭାକୁ ଦର୍ଶାଇ ବହୁତ ଜଣ ୟୁଟୁଭରେ ନିଜ କାମ ଓ ରଚନାତ୍ମକତାର ପ୍ରଦର୍ଶନ କରନ୍ତୁ । ଯଦି ଆପଣ କଳାର ଜଣେ ଭଳ ସଞ୍ଚାଳକ ବା ବିଶେଷଜ୍ଞ ତେବେ ଜଣେ ପ୍ରଭାବଶାଳୀ (ଇନଫ୍ଲୁଏନ୍ସର) ବ୍ୟକ୍ତିତ୍ବ ଭାବେ ସଫଳ ହୋଇପାରିବେ ।

ନିଜ କଳାକୁ ଅନଲାଇନ ପ୍ରଦର୍ଶନ କରନ୍ତୁ

ଯଦି ଆପଣଙ୍କ ପାଖରେ ଏକ ବ୍ୟବସାୟ ଯୋଜନା ରହିଛି , ହେଲେ ଏହାକୁ ଆରମ୍ଭ ପାଇଁ ପର୍ଯ୍ୟାପ୍ତ ପୁଞ୍ଜି କିମ୍ବା ଭିତ୍ତିଭିମି ସରଞ୍ଚନାର ଅଭାବ ରହିଛି । ତେବେ ଆପଣ ନିଜ ଉତ୍ପାଦର ପ୍ରଦର୍ଶନ କରି ଜିନିଷ ବିକ୍ରି ପାଇଁ ଫେସବୁକ, ଟ୍ବିଟର ଓ ଇନଷ୍ଟ୍ରାଗ୍ରାମ ଭଳି ସୋସିଆଲ ମିଡିଆ ପ୍ଲାର୍ଟଫର୍ମର ଉପଯୋଗ କରନ୍ତୁ ।

ଫ୍ରିଲାସିଙ୍ଗ ଜବ

ଯଦି ଆପଣ ଲେଖତ କିମ୍ବା ସମ୍ପାଦନାରେ ରୁଚି ରଖୁଛନ୍ତି । ତେବେ ଆପଣ ଫ୍ରିଲାସିଙ୍ଗ ପାଇଁ ଆବେଦନ କରିପାରିବେ । ବହୁତ ଏପରି କମ୍ପାନୀ ଆପଣଙ୍କୁ ଆପଣଙ୍କ କାହାଣୀକୁ ସ୍ଥାନ ଦେବା ପାଇଁ ସୁଯୋଗ ପ୍ରଦାନ କରିବ । ଆଉ ଏଥିପାଇଁ କମ୍ପାନୀ ପେମେଣ୍ଟ ମଧ୍ୟ କରିବ ।

ଷ୍ଟକମାର୍କେଟ ଟ୍ରେଡିଙ୍ଗ /ନିବେଶ

ଯଦି ଆପଣ ଷ୍ଟକ ଓ ସେୟା ବଜାରରେ ରୁଚି ରଖୁଛନ୍ତି , ଆଉ କିଛି ନଗଦ ରଖିଛନ୍ତି , ତେବେ ବଜାରରେ ନଜର ରଖୁଥିବା ବିଶେଷଜ୍ଞ କୁହୁଛନ୍ତି ଏହା ନିବେଶର ଉପୟୁକ୍ତ ସମୟ । ଅନଲାଇନ ଉପଲବ୍ଧ ଅଧ୍ୟୟନ ସାମଗ୍ରୀ ସହ ଆପଣ ବଜାରର ମୂଳ ବିଷୟ ଜାଣିପାରିବେ । ଏଥିସହ ବିଭିନ୍ନ ଯୋଜନା ଓ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିପାରିବେ । ଯଦି ଆପଣ ଏତେଟା ଆଶ୍ବସ୍ତ ନୁହନ୍ତି ତେବେ ପ୍ରସିଦ୍ଧ ଦଲାଲ ଓ ଫଣ୍ଡ ମ୍ୟାନେଜର ସହଯୋଗ ନେଇପାରିବେ । ସେମାନେ ଆପଣଙ୍କୁ ଏକ କ୍ଷୁଦ୍ର କିମ୍ବା ଲମ୍ବା ଅବଧି ନିବେଶ ଯୋଜନା ନେଇ ମାର୍ଗଦର୍ଶକ ସାଜିପାରିବେ ।

ସରକାରୀ ଯୋଜନା

ବର୍ତ୍ତମାନର କଠିନ ସମୟର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ଯୋଜନା ଆଣୁଛନ୍ତି । ଏ ସମସ୍ତ ଯୋଜନାର ବିବରଣୀ ବିଭିନ୍ନ ସରକାରୀ ପୋର୍ଟାଲରେ ଉପଲବ୍ଧ ରହିଛି । ସରକାରୀ ଘୋଷଣା ଉପରେ ନଜର ପକାଇବା ରଖିବା ସହ ଏସବୁ ସୁନିଶ୍ଚିତ କଲେ ଆପଣ ଏ ସବୁ ଯୋଜନାର ଫାଇଦା ଉଠାଇପାରିବେ ।

ଅନଲାଇନ ଟ୍ବିଟୋରିଆଲ

ଯେହେତୁ ଏବେ ସ୍କୁଲ ଓ କଲେଜ ବନ୍ଦ ରହିଥି । ଏଣୁ ବହୁତ ଅନଲାଇନ ଶିକ୍ଷା ଦେଉଛନ୍ତି । ଏଥିଯୋଗୁଁ ଅନଲାଇନ ଟ୍ବିଟର୍ସ ସନ୍ଧାନରେ ପ୍ରଥମରୁ ଉଲ୍ଲେଖନୀୟ ବୃଦ୍ଧି ହୋଇଛି। ଏଣୁ ଏଭଳି ୱେବସାଇଟ ଲଗଇ କରନ୍ତୁ, ଯିଏ ଅନଲାଇନ ଟ୍ବିଟର୍ସ ସନ୍ଧାନରେ ଥିବ ।

ଅନଲାଇନ ଡେଲିଭରି

ସାମାଜିକ ଦୂରତ୍ବ ଓ ସପିଙ୍ଗ ଉପରେ ପ୍ରତିବନ୍ଧକ କିଛି ଦିନ ଯାଏଁ ଜାରି ରହିପାରେ । ଯାହା ଦ୍ବାରା ବହୁତ ଲୋକ ଲମ୍ବା ସମୟ ଧରି ଘରେ ରହିପାରନ୍ତି । ଏଥିପାଇଁ ଅଧିକ ସର୍ବିସ ପ୍ରୋଭାଇଡର ଡୋର ଟୁ ଡୋର ସେବା ପ୍ରଦାନ ପାଇଁ ଚେଷ୍ଟା ଚଲାଇଛନ୍ତି । ଏଣୁ ଅଲନାଇନ ଡେଲିଭରି ସେବା ପ୍ରଚେଷ୍ଟା ମଧ୍ୟ ଏକ ଭଲ ବିକଳ୍ପ । ସେବା ଉପରେ ସଠିକ ବ୍ୟବସାୟ ଯୋଜନା ଓ ସମୟଉପଯୋଗୀ ହେଲେ ଆପଣ ଜଣେ ସଫଳ ଅନଲାଇନ ବିତରକ ବନିପାରିବେ ।

ଗାଡି ଭଡାରେ ଦିଅନ୍ତୁ

ଯଦି ଆପଣଙ୍କ ପାଖରେ ଗାଡି ରହିଛ । ତେବେ ତାହାକୁ ଭଡାରେ ଲଗାଇ ଟଙ୍କା ରୋଜଗାର କରନ୍ତୁ ।

ଅସାଧାରଣ ସମୟରେ ସବୁବେଳେ ଆଉଟ ଅଫ ଦି ବକ୍ସ ବିଚାରକୁ ଜନ୍ମ ଦେଇଛି । ଆଉ ଏବେ କୋଭିଡ-19 ମହାମାରୀ ସମସ୍ୟା ମଧ୍ୟ ଅଦ୍ବିତୀୟ । ଏଥିସହ ଚ୍ୟାଲେଞ୍ଜ ବହୁତ । ତେବେ ବିକଳ୍ପ ବହୁତ ରହିଛି , କେବଳ ଆପାଣାଇବା ଦରକାର ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.