ETV Bharat / business

‘ବଜେଟରେ ଅଛି 5 ଟ୍ରିଲିୟନ ଡଲାର ଅର୍ଥନୀତିର ରୂପରେଖ’ - gst rate

2020-21 ଆର୍ଥିକ ବର୍ଷର ବଜେଟ ସମୀକ୍ଷାରେ ଆଗାମୀ ଭବିଷ୍ୟତର ସୁନେଲି ସ୍ବପ୍ନ ଦେଖାଇଛନ୍ତି ଅର୍ଥମନ୍ତ୍ରୀ । ଜିଏସଟି ସଂଶୋଧନ ଠାରୁ ଗ୍ରାମୀଣ ବିକାଶ, ସମସ୍ତ ଦିଗ ଉପରେ ମତ ଦେଇଛନ୍ତି ଅର୍ଥମନ୍ତ୍ରୀ ।

sitharaman says we have put fundamental basis of 5 trillion dollar economy
ବଜେଟରେ ଅଛି 5 ଟ୍ରିଲିୟନ ଡଲାର ଅର୍ଥନୀତିର ରୂପରେଖ
author img

By

Published : Feb 10, 2020, 2:26 PM IST

କୋଲକାତା: 2024-25 ସୁଦ୍ଧା ଦେଶର ଅର୍ଥବ୍ୟବସ୍ଥାକୁ 5 ଟ୍ରିଲିୟନ ଅରବ ଡଲାରରେ ପରିଣତ ପାଇଁ ବଜେଟରେ ଉପଭୋଗ ଉପରେ ଗୁରୁତ୍ବ ଦିଆଯାଇଛି । ଚାହିଦା ବୃଦ୍ଧି ସହ 2020-21 ବଜେଟରେ ଢାଞ୍ଚା ଗତ ସୁବିଧାର ବିକାଶରେ ସରକାରୀ ନିବେଶକୁ ସୁନିଶ୍ଚିତ ପାଇଁ ବ୍ୟବସ୍ଥା କରାଯାଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏନେଇ ସ୍ପଷ୍ଟ କରିଛନ୍ତି ।

ଅର୍ଥମନ୍ତ୍ରୀ ଦ୍ରବ୍ୟ ଓ ସେବା କର (ଜିଏସଟି) ପ୍ରଣାଳୀର ସ୍ଥାୟିତ୍ବ ପାଇଁ ଚେଷ୍ଟା କରିଛନ୍ତି । ଜିଏସଟି ଦରକୁ ପ୍ରତି 3 ମାସ ବଦଳରେ ବର୍ଷକୁ କେବଳ ଥରେ ସଂଶୋଧନ ପାଇଁ ସୀତାରମଣ ନିଜ ଆଡୁ ମତ ଦେଇଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ସୀତାରମଣ କହିଛନ୍ତି ଯେ, ‘‘ମତେ ଲାଗୁଛି କି ଉପଭୋଗ ତଥା ପୁଞ୍ଜିଗତ ଖର୍ଚ୍ଚ ବୃଦ୍ଧି ସୁନିଶ୍ଚିତ ପାଇଁ ପଦକ୍ଷେପ ଆରମ୍ଭ ହୋଇଯାଇଛି । ନିବେଶ ଲାଗି ବି ଜୋରଦାର ପ୍ରୟାସ ଚାଲିଛି । ଏଥିସହ ଗ୍ରାମୀଣ କ୍ଷେତ୍ରର ସମସ୍ୟାକୁ ଦୂର କରିବା ପାଇଁ ବଜେଟରେ 16 ସୂତ୍ରୀ ଏଜେଣ୍ଡା ଘୋଷଣା କରାୟାଇଛି । ଶେଷରେ ମୋ ଅନୁମାନ କି ଏ ସବୁ ପଦକ୍ଷେପ ଅର୍ଥନୀତି 5 ଟ୍ରିଲିୟନ ଡଲାରରେ ପହଞ୍ଚାଇପାରିବ ।’’

Intro:Body:

SDF

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.