ETV Bharat / business

7 ବର୍ଷର ସର୍ବୋଚ୍ଚ ସ୍ତରରେ ସେବା କ୍ଷେତ୍ରର ଅଭିବୃଦ୍ଧି

author img

By

Published : Mar 4, 2020, 8:22 PM IST

ଧିମା ଅର୍ଥ ବ୍ୟବସ୍ଥାରୁ ମିଳିଛି ଉପଶମ । ବଢିଛି ସେବା କ୍ଷେତ୍ରର ଅଭିବୃଦ୍ଧି ରିପୋର୍ଟ । ଫେବୃଆରୀରେ ସେବା କ୍ଷେତ୍ରର ଗତି 7 ବର୍ଷର ସର୍ବେଚ୍ଚ ସ୍ତରରେ ପହଞ୍ଚିଛି । ଅଧିକ ପଢନ୍ତୁ...

services sector growth hits seven year high report
7 ବର୍ଷର ସର୍ବୋଚ୍ଚ ସ୍ତରରେ ସେବା କ୍ଷେତ୍ରର ଅଭିବୃଦ୍ଧି

ନୂଆଦିଲ୍ଲୀ: ଧିମା ଅର୍ଥବ୍ୟବସ୍ଥାରୁ ମିଳିଛି ଉପଶମ । ବଢିଛି ସେବା କ୍ଷେତ୍ରର ଅଭିବୃଦ୍ଧି ରିପୋର୍ଟ । ଫେବୃଆରୀରେ ସେବା କ୍ଷେତ୍ରର ଗତି 7 ବର୍ଷର ସର୍ବେଚ୍ଚ ସ୍ତରରେ ପହଞ୍ଚିଛି । ବିଦେଶୀ ଚାହିଦାରେ ତୀବ୍ର ବୃଦ୍ଧି ଯୋଗୁଁ ପୁଣି ବିକାଶର ଟ୍ରାକକୁ ଫେରିଛି ଏହି ସେକ୍ଟର ।

ଫେବୃଆରୀରେ ସେବା କ୍ଷେତ୍ର ପିଏମଆଇ (Purchasing Managers' Index) 57.5 ପ୍ରତିଶତକୁ ବୃଦ୍ଧି ଘଟିଛି । ଯାହାକି ଜାନୁଆରୀରେ 55.5 ପ୍ରତିଶତ ରହିଥିଲା । ତେବେ ଫେବୃଆରୀର ଅଭିବୃଦ୍ଧି 2013 ପରଠୁ ସର୍ବୋଚ୍ଚ ରହିଛି । ଲଗାତାର 4 ମାସ ଧରି ସେବା କ୍ଷେତ୍ରରେ ଅଭିବୃଦ୍ଧି ଜାରି ରହିଛି ।

ଆଇଏଚଏସ ମାର୍କେଟର ଅର୍ଥଶାସ୍ତ୍ରୀ ପଲିଆନା ଡେ ଲିମା ବିଜ୍ଞପ୍ତିରେ ଦର୍ଶାଇଛନ୍ତି ଯେ, ସେବା କ୍ଷେତ୍ରର ଗତିବିଧି ସୁଧୁରିବାର ପ୍ରମୁଖ କାରଣ ଘରୋଇ ଓ ଅନ୍ତରାଷ୍ଟ୍ରୀୟ ବଜାରରେ ଚାହିଦା ବୃଦ୍ଧି ଯୋଗୁଁ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.