ETV Bharat / business

ଡଲାର ପଲ୍ଲା ଭାରୀ, ଟଙ୍କା 16 ପଇସା ମଜବୁତ - ଡଲାର ତୁଳନାରେ ଟଙ୍କା

ଡଲାର ତୁଳନାରେ ଟଙ୍କା ବଳବାନ । ସେପଟେ ଅଶୋଧିତ ତୈଳ ଦାମ ବ୍ୟାରେଲ ପ୍ରତି 65 ଡଲାର ପାର କରିଛି । ଅଧିକ ପଢନ୍ତୁ..

ଡଲାର ପଲ୍ଲା ଭାରୀ, ଟଙ୍କା 16 ପଇସା ମଜବୁତ
ଡଲାର ପଲ୍ଲା ଭାରୀ, ଟଙ୍କା 16 ପଇସା ମଜବୁତ
author img

By

Published : Feb 23, 2021, 6:06 PM IST

ନୂଆଦିଲ୍ଲୀ: ଆର୍ଥିକ ପରିସଂଖ୍ୟାନରେ ସୁଧାର ଆଶା ତଥା ବିଦେଶୀ ନିବେଶକଙ୍କୁ ଜାରି ନିବେଶ ଦମରେ ମଙ୍ଗଳବାର ଟଙ୍କାର ବିନିମୟ ମୂଲ୍ୟ ବଢିଛି । ପ୍ରାଥମିକ ତଥ୍ୟ ଅନୁସାରେ ଅନ୍ତରବ୍ୟାଙ୍କ ମୁଦ୍ରା ବଜାରରେ ଟଙ୍କା 3 ପଇସା ସୁଦୃଢ ହୋଇ ଡଲାର ପ୍ରତି 72.46 ରେ ବନ୍ଦ ହୋଇଛି ।

କାରବାର ଆରମ୍ଭରେ ଟଙ୍କା ମଜବୁତ ହୋଇ ଡଲାର ପିଛା 72.36 ଟଙ୍କାରେ ଖୋଲିଥିଲା । ଏହା କାରବାର ସମୟରେ ଡଲାର ପ୍ରତି ସର୍ବୋଚ୍ଚ ସ୍ତର 72.31 ଓ ସର୍ବନିମ୍ନ 72.46. କୁ ଛୁଇଁଥିଲା । ସୋମବାର ଟଙ୍କାର ବିନିମୟ ମୂଲ୍ୟ 16 ପଇସା ମଜବୁତ ହୋଇ 72.4 ଟଙ୍କାରେ ବନ୍ଦ ହୋଇଥିଲା ।

ତେବେ ଛଅ ପ୍ରମୁଖ ଅନ୍ତରାଷ୍ଟ୍ରୀୟ ମୁଦ୍ରା ଗ୍ରୁପରେ ଡଲାରର ସ୍ଥିତି ଦର୍ଶାଉଥିବା ସୂଚକାଙ୍କ 0.16 ପ୍ରତିଶତ ବୃଦ୍ଧି ହୋଇ 90.15. ରେ ପହଞ୍ଚିଛି । ସେପଟେ ବୈଶ୍ବିକ ବଜାରରେ ଅଶୋଧିତ ତୈଳର ବେଞ୍ଚମାର୍କ ବ୍ରେଣ୍ଟ କ୍ରୁଡ ଫ୍ୟୁଚର 0.90 ପ୍ରତିଶତ ବଢି ବ୍ୟାରେଲ ପ୍ରତି 65.83 ଡଲାରରେ ପହଞ୍ଚିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.