ETV Bharat / business

ଖୁଚୁରା ମୁଦ୍ରାସ୍ଫୀତି ସେପ୍ଟେମ୍ବରରେ 7.34 ପ୍ରତିଶତକୁ ବୃଦ୍ଧି - Retail inflation rise in Sep

ବଢୁଛି ଖାଦ୍ୟ ସାମଗ୍ରୀ ଦର । ଏଥିଯୋଗୁଁ ସେପ୍ଟେମ୍ବରରେ ବଢିଲା ଖୁଚୁରା ମୁଦ୍ରାସ୍ଫୀତି ହାର । ଏ ନେଇ ସୋମବାର ଏନଏସଓ ଜାରି ରିପୋର୍ଟରେ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ..

ଖୁଚୁରା ମୁଦ୍ରାସ୍ପୀତି ସେପ୍ଟେମ୍ବରରେ  7.34 ପ୍ରତିଶତକୁ ବୃଦ୍ଧି

author img

By

Published : Oct 12, 2020, 7:34 PM IST

ନୂଆଦିଲ୍ଲୀ: ଖାଦ୍ୟ ସାମଗ୍ରୀ ଦାମ ବୃଦ୍ଧି ଯୋଗୁଁ ସେପ୍ଟେମ୍ବର ମାସରେ ଖୁଚୁରା ମୁଦ୍ରାସ୍ଫୀତି ବୃଦ୍ଧି ହୋଇ 7.34 ପ୍ରତିଶତ ରହିଛି । ସୋମବାର ଜାରି ଜାରି ସରକାରୀ ତଥ୍ୟରୁ ସୂଚନା ମିଳିଛି ।

ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ଆଧାରିକ ମହଙ୍ଗା ହାର ଅଗଷ୍ଟରେ 6.69 ପ୍ରତିଶତ ରହିଥିଲାବେଳେ ଗତ ସେପ୍ଟେମ୍ବରରେ ଏହା 3.99 ପ୍ରତିଶତ ଥିଲା ।

ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନଏସଓ) ସୋମବାର ଜାରି ତଥ୍ୟ ଅନୁସାରେ ଖାଦ୍ୟ ବସ୍ତୁର ମୁଦ୍ରାସ୍ଫୀତି ହାର ସେପ୍ଟେମ୍ବରରେ 10.68 ପ୍ରତିଶତ ରହିଥିଲା । ଯାହା ଅଗଷ୍ଟରେ 9.05 ପ୍ରତିଶତ ଥିଲା ।

ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋରେଟ ହାର ବିଚାର କରିବା ସମୟରେ ମୂଖ୍ୟତଃ ଖୁଚୁରା ମୁଦ୍ରାସ୍ଫୀତି ଉପରେ ଧ୍ୟାନ ଦେଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.