ETV Bharat / business

ଆଜିଠୁ ଆରବିଆଇ ମୁଦ୍ରାନୀତି ବୈଠକ , 4 ରେ ଘୋଷଣା - review

ଆଜିଠୁ(ମଙ୍ଗଳବାର) ଆରମ୍ଭ ହେଲା ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ସମୀକ୍ଷା ବୈଠକ । ନିର୍ବାଚନୀ ଘଡିରେ ଜନତାଙ୍କୁ ଆଶ୍ବସ୍ତି ଦେବାକୁ ପୁଣି ହ୍ରାସ ହୋଇପାରେ ରେପୋ ରେଟ ଦର ।

ଫଟୋ ସୌଜନ୍ୟ ଟ୍ବିଟର@@RBI
author img

By

Published : Apr 2, 2019, 2:55 PM IST

Updated : Apr 2, 2019, 9:38 PM IST

ନୂଆଦିଲ୍ଲୀ: ଆଜିଠୁ (ମଙ୍ଗଳବାର) ଆରମ୍ଭ ହେଲା ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ସମୀକ୍ଷା ବୈଠକ । ଏହା ନୂଆ ଆର୍ଥିକ ବର୍ଷ(2019-20)ର ପ୍ରଥମ ଦ୍ବିମାସିକ ମୌଦ୍ରିକ ସମୀକ୍ଷା । ଆଶା କରାଯାଉଛି ନିର୍ବାଚନୀ ଘଡିରେ ଜନତାଙ୍କୁ ଆଶ୍ବସ୍ତି ଦେବାକୁ ପୁଣି ହ୍ରାସ ହୋଇପାରେ ରେପୋ ରେଟ ଦର ।

ଆରବିଆଇର 6 ଜଣିଆ ମୁଦ୍ରା ନୀତି କମିଟି ଏ ନେଇ ସମୀକ୍ଷା କରିବେ । ଆଜିଠାରୁ 3 ଦିନ ଧରି ଏହି ବୈଠକ ଚାଲିବ । ଏହା ପରେ ଆସନ୍ତା 4 ତାରିଖରେ କମିଟି ନେଇଥିବା ନିଷ୍ପତ୍ତିକୁ ଘୋଷଣା କରାଯିବ ।

ବୈଷୟିକ ସ୍ତରରେ ଆର୍ଥିକ ସ୍ଥିତିକୁ ନଜରରେ ରଖି ରେପୋ ରେଟ ଦର ନିର୍ଦ୍ଧାରଣ କରାଯିବ । ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ବ୍ୟାଙ୍କ ଗୁଡିକର ସ୍ଥିତିକୁ ମଜବୁତ ଓ ଲୋନକୁ ଶସ୍ତା କରିବା ପାଇଁ ରେପୋ ରେଟକୁ 0.25 ବେସିକ ପଏଣ୍ଟ ହ୍ରାସ କରାଯିବ ।

ରେପୋ ରେଟ ଦର, ଏହାକୁ ନଜରରେ ରଖି କେନ୍ଦ୍ରୀୟ ବ୍ୟାଙ୍କ ଦେଶର ସମସ୍ତ ବାଣିଜ୍ୟିକ ବ୍ୟାଙ୍କକୁ ଋଣ ଦେଇଥାଏ । ଯଦି ଏହି ହାର ହ୍ରାସ ହୁଏ ତେବେ ଗ୍ରାହକ (ଋଣ ଗ୍ରହୀତା) ମଧ୍ୟ କମ ସୁଧରେ ଋଣ ନେଇପାରିବେ ।

୨୭ ତମ ଅନୁଗୋଳ ଜିଲ୍ଲା ପ୍ରତିଷ୍ଠା ଦିବସ ଏବଂ ଉତ୍କଳ ଦିବସ ପାଳିତ ହୋଇଯାଇଛି ଜିଲ୍ଲାର ବରପୁତ୍ର ମାନଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା ପରେ ଗୋପବନ୍ଧୁ ପାର୍କ ଠାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି  ଯୋଗଦେଇ ଗୋପବନ୍ଧୁ ଓ ଅନ୍ୟ ବରପୁତ୍ର ମାନଙ୍କର ଫୋଟୋ ଚିତ୍ରରେ ସାମୁହିକ ମାଲ୍ୟାର୍ପଣ କରିଥିଲେ ପରେ ପରେ ମୁଖ୍ୟ ଅତିଥି ଙ୍କ ସମେତ ଅନ୍ୟ ଅଧିକାରୀ ମାନେ ଚିକିତ୍ସାଲୟରେ ରୋଗୀଙ୍କୁ ଫଳ ବଣ୍ଟନ କରିହିଲେ ଓଡିଆ ଭାଷା କୁ ବଞ୍ଚାଇ ରଖିବାକୁ ଜିଲ୍ଲାପାଳ ଉପସ୍ଥିତ ଛାତ୍ର ଛାତ୍ରୀ ଙ୍କୁ ପରାମର୍ଶ ଦେଇଥିଲେ

Visual On FTP

Last Updated : Apr 2, 2019, 9:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.