ETV Bharat / business

ରାଜ୍ୟସଭାରେ ଦେବାଳିଆ ଆଇନ ସଂଶୋଧନକୁ ଅନୁମୋଦନ

author img

By

Published : Jul 30, 2019, 10:24 AM IST

ରାଜ୍ୟସଭାରେ ଇନସଲଭେନ୍ସି ଆଣ୍ଡ ବ୍ୟାଙ୍କରେପ୍ସି କୋଡ(ଆଇବିସି) ବିଲ ପାରିତ । ଏହା ଦ୍ବାରା 330 ଦିନ ଭିତରେ ମାମଲାର ହେବ ସମାଧାନ ।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ରାଜ୍ୟସଭାରେ ପାରିତ ହୋଇଛି ଇନସଲଭେନ୍ସି ଆଣ୍ଡ ବ୍ୟାଙ୍କରେପ୍ସି କୋଡ(ଆଇବିସି) ସଂଶୋଧିତ ବିଲ । ଏହା ଦ୍ବାରା ଏଣିକି ଦେବାଳିଆ ମାମଲାର କରାଯିବ ସମାଧାନ।

ଏହି ନୂଆ ଆଇନ ଜରିଆରେ କୌଣସି ମାମଲାର ସମାଧାନ ପକ୍ରିୟା ପରେ ନୂଆ ମାଲିକ ଉପରେ ଚାପ ପକାଯାଇ ପାରିବ ନାହିଁ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ପଷ୍ଟ କରିଛନ୍ତି । ଆଇବିସି ଅନ୍ତର୍ଗତ ମାମଲା, 330 ଦିନ ମଧ୍ୟରେ ସମାଧାନ କରାଯିବ । ଏହି ଅବଧି ମଧ୍ୟରେ ଅନ୍ୟ ମୋକଦ୍ଦମା ଏବଂ ନ୍ୟାୟିକ ପକ୍ରିୟା ମଧ୍ୟ ସାମିଲ ରହିଛି । ବିଧେୟକରେ ଏପରି ମଧ୍ୟ ବ୍ୟବସ୍ଥା ରହିଛି ଯେ, ପ୍ରାଧିକରଣ ଦ୍ବାରା କୌଣସି ଆବେଦନ 14 ଦିନ ଭିତରେ ସ୍ବୀକାର କିମ୍ବା ଖାରିଜ ନ କରାଯାଏ । ତେବେ ସେ ନେଇ ଲିଖିତ କାରଣ ଦର୍ଶାଇବାକୁ ପଡିବ ।

ଏହା ବ୍ୟତୀତ କ୍ଷୁଦ୍ର ନିବେଶକଙ୍କୁ ନଜରରେ ରଖି ଅନିୟନ୍ତ୍ରିତ ଜମା ସ୍କିମ ଉପରେ ପ୍ରତିବନ୍ଧକ ଲଗାଇବାକୁ ମଞ୍ଜୁରୀ ମିଳିଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.