ETV Bharat / business

ଜେଟଲୀ ନୁହେଁ ପିୟୁଷ ଗୋୟଲ ହେବେ ଅର୍ଥମନ୍ତ୍ରୀ ! - budget

ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ନୁହେଁ ପୀୟୁଷ ଗୋୟଲ ହେବେ ! ମନ୍ତ୍ରୀମଣ୍ଡଳ ଚୟନ ନେଇ ସକରତ ଚାଲିଥିବା ବେଳେ ଏ ନେଇ ସୂଚନା ମିଳିଛି ।

ଫାଇଲ ଫଟୋ
author img

By

Published : May 25, 2019, 3:02 PM IST

ନୂଆଦିଲ୍ଲୀ: ମୋଦିଙ୍କ 2.0ରେ ଅର୍ଥମନ୍ତ୍ରୀ ହେବେନି ଅରୁଣ ଜେଟଲୀ ! ମୋଦିଙ୍କ ନୂଆ କ୍ୟାବିନେଟରେ ପୀୟୁଷ ଗୋୟଲ ସମ୍ଭାଳିପାରନ୍ତି ଅର୍ଥମନ୍ତ୍ରୀ ଦାୟିତ୍ବ । ଜେଟଲୀଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନଥିବାରୁ ଏଥର ସେ ଅନ୍ୟ କୌଣସି ସେକ୍ଟର ଦିଆଯିବା ନେଇ ଚର୍ଚ୍ଚା କରାଯାଉଛି ।

ପ୍ରବଳ ବହୁମତ ସହ ପୁଣି କ୍ଷମତାକୁ ଫେରିଛନ୍ତି ନରେନ୍ଦ୍ର ମୋଦି । ଏଥିପାଇଁ ଚାଲିଛି ମନ୍ତ୍ରୀମଣ୍ଡଳର ଅଙ୍କକଷା । ତେବେ ଅର୍ଥମନ୍ତ୍ରୀ ଭଳି ଭାରୀ ଦାୟିତ୍ବ ତୁଲାଉଥିବା ଅରୁଣ ଜେଟଲୀଙ୍କ ସ୍ବାସ୍ଥ୍ୟ ଦିନକୁ ଦିନ ବିଗିଡିବାରେ ଲାଗିଛି । ଏଥିଯୋଗୁଁ ପୁର୍ନବାର ତାଙ୍କୁ ପୁଣି ଥରେ ଏହି ଦାୟିତ୍ବ ଦିଆଯାଇନପାରେ ବୋଲି କୁହାଯାଉଛି । ତେବେ ପୂର୍ବରୁ ଜେଟଲୀଙ୍କ ଅନୁପସ୍ଥିତିରେ 2 ଥର ପୀୟୁଷ କାମଚଳା ଅର୍ଥମନ୍ତ୍ରୀ ଭାର ସମ୍ଭାଳିଛନ୍ତି ।

ନରେନ୍ଦ୍ର ମୋଦି ଓ ଅମିତ ଶାହଙ୍କ ପରେ ବିଜେପିର ବରିଷ୍ଠ ଟାଣୁଆ ନେତା ଅରୁଣ ଜେଟଲୀ । କିନ୍ତୁ ଗଲା କିଛି ଦିନ ଧରି ତାଙ୍କ ଦେହ ଭଲ ରହୁନଥିବା ସେ ଚିକିତ୍ସାଧୀନ ରହୁଛନ୍ତି । ଏପରିକି ବିଜେପିର ବିଜୟ ସମାରୋହରେ ମଧ୍ୟ ସିଏ ଏହି କାରଣ ଯୋଗୁଁ ସାମିଲ ମଧ୍ୟ ହୋଇପାରିନଥିଲେ ।

see the attachment
visual by MOJO
tirthabashi panda 
subaranpur
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.