ETV Bharat / business

ଏଣିକି ବିନା ଡକ୍ୟୁମେଣ୍ଟ ଘରେ ବସି ଖୋଲନ୍ତୁ NPS ଆକାଉଣ୍ଟ

PFRDA ପୂର୍ବରୁ ହିଁ ଇ-ହସ୍ତାକ୍ଷର ମାଧ୍ୟମରେ ପେପରଲେସ ପ୍ରକ୍ରିୟାରେ ଅନଲାଇନ ଏନପିଏସ ଆକାଉଣ୍ଟ ଖୋଲିବା ସୁବିଧା ପ୍ରଦାନ କରିଆସୁଛି । ତେବେ ଏହି ପ୍ରକ୍ରିୟାକୁ ଆହୁରି ଅଧିକ ସହଜ କରିବାକୁ PFRDA ଏବେ ସବସ୍କ୍ରାଇବର୍ସଙ୍କୁ ୱାନ ଟାଇମ ପାସୱାର୍ଡ ଜରିଆରେ ଏନପିଏସ ଆକାଉଣ୍ଟ ଖୋଲିବାକୁ ଅନୁମତି ଦେଇଛି । ଅଧିକ ପଢନ୍ତୁ..

author img

By

Published : Jun 29, 2020, 6:44 PM IST

ଏଣିକି ବିନା ଡକ୍ୟୁମେଣ୍ଟ  ଘରେ ବସି ଖୋଲନ୍ତୁ NPS ଆକାଉଣ୍ଟ
ଏଣିକି ବିନା ଡକ୍ୟୁମେଣ୍ଟ ଘରେ ବସି ଖୋଲନ୍ତୁ NPS ଆକାଉଣ୍ଟ

ନୂଆଦିଲ୍ଲୀ: ନ୍ୟାସନାଲ ପେନସନ ସିଷ୍ଟମ (NPS)ସ୍କିମ ପାଇଁ ୱାନ-ଟାଇମ ପାସୱାର୍ଡ(OTP)ଅନବୋର୍ଡିଂ ସୁବିଧା ଆଣିଲା ପେନସନ ଫଣ୍ଡ ରେଗୁଲେଟର (PFRDA) । ସୋମବାର ଏ ନେଇ ସୂଚନା ଦିଆଯାଇଛି ।

ଡିଜିଟାଲ ସମାଧାନ ପ୍ରଦାନ ପ୍ରୟାସରେ PFRDA ପୂର୍ବରୁ ହିଁ ଇ-ହସ୍ତାକ୍ଷର ମାଧ୍ୟମରେ ପେପରଲେସ ପ୍ରକ୍ରିୟାରେ ଅନଲାଇନ ଏନପିଏସ ଆକାଉଣ୍ଟ ଖୋଲିବାକୁ ସୁବିଧା ପ୍ରଦାନ କରିଆସୁଛି । ତେବେ ପ୍ରକ୍ରିୟାକୁ ଆହୁରି ଅଧିକ ସହଜ କରିବା ପାଇଁ PFRDA ଏବେ ସବସ୍କ୍ରାଇବର୍ସଙ୍କୁ ୱାନ ଟାଇମ ପାସୱାର୍ଡ ଜରିଆରେ ଏନପିଏସ ଆକାଉଣ୍ଟ ଖୋଲିବାକୁ ଅନୁମତି ଦେଇଛି । ଏହି ପ୍ରକ୍ରିୟାରେ ବ୍ୟାଙ୍କର ଗ୍ରାହକ (registered as POPs - Points of Presence), ଯେଉଁମାନେ ଉକ୍ତ ବ୍ୟାଙ୍କର ଇଣ୍ଟରନେଟ ବ୍ୟାକିଙ୍ଗ ମାଧ୍ୟମରେ ଏନପିଏ ଖାତା ଖୋଲିବାକୁ ଇଚ୍ଛା ରଖୁଛନ୍ତି, ସେମାନେ ନିଜ ପଞ୍ଜିକୃତ ମୋବାଇଲ ନମ୍ବରକୁ ଆସିଥିବା ଓଟିପି ବ୍ୟବହାର କରି ଖାତା ଖୋଲିପାରିବେ ।

ସେହିପରି ନନ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ଡିଜିଟାଲ ମୋଡ ଜରିଆରେ POP ମାଧ୍ୟମରେ ଏନପିଏସ ଆକାଉଣ୍ଟ ଖୋଲିବା ପରେ ପଞ୍ଜିକୃତ ମୋବାଇଲ ନମ୍ବରରେ ଓଟିପି ଆସିବ । ଯାହାର ବ୍ୟବହାର ପେପରଲେସ ଏନପିଏସ ଆକାଉଣ୍ଟ ଖୋଲିବାରେ କରାଯାଇପାରିବ ।

କେୱାଇସି ପୂରା ହେବା ପରେ POP ଦ୍ବାରା ଏନପିଏସ ସବସ୍କ୍ରାଇବର ଡାଟା ସେଣ୍ଟ୍ରାଲ ରେକର୍ଡ କିପିଙ୍ଗ ଏଜେନ୍ସି (CRA)କୁ ଫଟୋ ଏବଂ ହସ୍ତାକ୍ଷପର ଛବି ସହ ପ୍ରସ୍ତୁତ କରିବାକୁ ପଡିଥାଏ । ଏଥିସହ ଏକ ଅଣ୍ଡରଟେକିଙ୍ଗ ହୋଇଥାଏ କି KYC/AML ଗାଇଡଲାଇନ ଓ ନିୟମର ପାଳନ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.