ETV Bharat / business

ଲଗାତାର 3 ଦିନ ଧରି କମୁଛି ତୈଳ ଦର

author img

By

Published : Jan 18, 2020, 6:15 PM IST

ବିଶ୍ବ ବିବାଦ ଥମିବା ପରେ କମୁଛି ତୈଳ ଦର। ଶନିବାର ଲଗାତାର ତୃତୀୟ ଦିନ ଧରି ପେଟ୍ରୋଲ ଓ ଡିଜେଲ ଦାମ କମିଛି।

petrol diesel rates dip on third consecutive day
ଲଗାତାର 3 ଦିନ ଧରି କମୁଛି ତେଲ ଦାମ

ନୂଆଦିଲ୍ଲୀ: ବିଶ୍ବ ବିବାଦ ଥମିବା ପରେ କମୁଛି ତୈଳ ଦର। ଶନିବାର ଲଗାତାର ତୃତୀୟ ଦିନ ଧରି ପେଟ୍ରୋଲ ଓ ଡିଜେଲ ଦାମ କମିଛି। ଏହି 3 ଦିନ ମଧ୍ୟରେ ଦିଲ୍ଲୀରେ ପେଟ୍ରୋଲ ଦାମ ଲିଟର ପିଛା 44 ପଇସା ଶସ୍ତା ହୋଇଥିବା ଡିଜେଲ 45 ପଇସା ହ୍ରାସ ପାଇଛି।

ଶନିବାର ତୈଳ ବିତରଣ କମ୍ପାନୀ ପକ୍ଷରୁ ଦିଲ୍ଲୀ, କୋଲକାତା, ମୁମ୍ବାଇ ଓ ଚେନ୍ନାଇରେ ପେଟ୍ରୋଲ ଦାମ ଲିଟର ପିଛା 15 ପଇସା ହ୍ରାସ ପାଇ ଯଥାକ୍ରମେ 75.26 , 77.85 , 80.85 ଓ 78.19 ଟଙ୍କା ରହିଛି। ସେହିପରି ଡିଜେଲ ଦାମ ଦିଲ୍ଲୀ, କୋଲକାତାରେ ଲିଟର ପିଛା 16 ପଇସା ଓ ମୁମ୍ବାଇରେ 17 ପଇସା କମି 68.61, 70.97 , 71.94 ଓ 72.50 ଟଙ୍କାରେ ପହଞ୍ଚିଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.