ETV Bharat / business

ଆସନ୍ତା ବର୍ଷ ବଜାରକୁ 2 ଚକିଆ ଆଣିବ ଓଲା ଇଲେକ୍ଟ୍ରିକ

author img

By

Published : May 27, 2020, 5:39 PM IST

ଏଟେରଗୋର ଅଧିଗ୍ରହଣ କରିଛି ଓଲା ଇଲେକ୍ଟ୍ରିକ । ଆସନ୍ତା ବର୍ଷ କମ୍ପାନୀ ଦୁଇଚକିଆ ଇ-ଯାନ ଆଣିବାକୁ ପ୍ରସ୍ତୁତି କରୁଛି । ଅଧିକ ପଢନ୍ତୁ..

Ola Electric
ଆସନ୍ତା ବର୍ଷ ବଜାରକୁ 2 ଚକିଆ ଆଣିବ ଓଲା ଇଲେକ୍ଟ୍ରିକ

ନୂଆଦିଲ୍ଲୀ: ଓଲା ଇଲେକ୍ଟ୍ରିକ ମୋବିଲିଟି (OEM) ଏମ୍ସଟ୍ରଡମ (Amsterdam) ସ୍ଥିତ ଏଟେରଗୋ BV ର ଅଧିଗ୍ରହଣ କରିଛି । ଏହା ପଦକ୍ଷେପ ଦ୍ବାରା ଭାରତୀୟ କମ୍ପାନୀଙ୍କୁ ବୈଶ୍ବିକ ପ୍ରିମିୟମ ଇଲେକ୍ଟ୍ରିକ ଦୁଇଚକିଆ ବଜାରରେ ପ୍ରବେଶ ପାଇଁ ସାହାଯ୍ୟ ମିଳିବ । ବୁଧବାର କମ୍ପାନୀ ଏ ନେଇ ସୂଚନା ଦେଇଛି ।

ଓଲା ଇଲେକ୍ଟ୍ରିକ ଏହି ଚୁକ୍ତିର ମୁଲ୍ୟ ନେଇ କୌଣସି ଖୁଲାସା କରିନାହିଁ । ତେବେ 2021ରେ ଭାରତ ନିଜର ଇଲୋକ୍ଟ୍ରିକ ଦୁଇଚକିଆ ଯାନ ଆଣିବା ଲକ୍ଷ୍ୟ ରହିଛି ବୋଲି କମ୍ପାନୀ କହିଛି । Etergo ଅଧିଗ୍ରହଣ ଦ୍ବାରା ଆଇଏମର ଇଞ୍ଜିନିୟରିଂ ଓ ଡିଜାଇନ କ୍ଷମତାରରେ ବୃଦ୍ଧି ହେବ ।

Etergo ସମସ୍ତ ପ୍ରକାର ଇଲେକ୍ଟ୍ରିକ ‘ଆପସ୍କୁଟର’ର ବିକାଶ କରିଛି । ଯେଉଁଥିରେ କି swappableର ଉଚ୍ଚ ଶକ୍ତି ସାନ୍ଧ୍ରତା ବ୍ୟାଟେରୀ ବ୍ୟବହୃତ ହୁଏ ଏବଂ ଏହା 240 କିଲୋମିଟର ପର୍ଯ୍ୟନ୍ତ ଗତିରେ ଚାଲିବା କ୍ଷମତା ରଖେ ।

OEMର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଭାଭିଶ ଅଗ୍ରୱାଲ କହିଛନ୍ତି ଯେ, ମୋବିଲିଟିର ଭବିଷ୍ୟ ଇଲେକ୍ଟ୍ରିକ । ଆଉ କୋଭିଡ-10 ପ୍ରକୋପ କମ ହେବା ପରେ ବିଶ୍ବ ସ୍ତରରେ ଇଲୋକ୍ଟ୍ରିକ ଗାଡିର ଚାହିଦା ତୀବ୍ର ଗତିରେ ବଢିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.