ETV Bharat / business

କୋଭିଡ ପରିଚାଳନା, ଓଡିଶାକୁ ମିଳିଛି 802 କୋଟି ଟଙ୍କା

author img

By

Published : Sep 19, 2020, 4:06 PM IST

କୋରୋନା ସଙ୍କଟର ମୁକାବିଲା ଓ ସଠିକ ପରିଚାଳନା ପାଇଁ ଓଡିଶାକୁ ଷ୍ଟେଟ ଡିଜାଷ୍ଟର ରେସପନ୍ସ ଫଣ୍ଡ (SDRF) 802 କୋଟି ଟଙ୍କା ମିଳିଛି । ଅଧିକ ପଢନ୍ତୁ..

କୋଭିଡ ପରିଚାଳନା, ଓଡିଶାକୁ ମିଳିଛି 802 କୋଟି ଟଙ୍କା
କୋଭିଡ ପରିଚାଳନା, ଓଡିଶାକୁ ମିଳିଛି 802 କୋଟି ଟଙ୍କା

ନୂଆଦିଲ୍ଲୀ: କୋରୋନା ସଙ୍କଟର ମୁକାବିଲା ଓ ସଠିକ ପରିଚାଳନା ପାଇଁ ଓଡିଶାକୁ ଷ୍ଟେଟ ଡିଜାଷ୍ଟର ରେସପନ୍ସ ଫଣ୍ଡ (SDRF) 802 କୋଟି ଟଙ୍କା ମିଳିଛି । ସେହିପରି ଏହି ଲିଷ୍ଟର ପ୍ରଥମରେ ମହାରାଷ୍ଟ୍ର ରହିଥିଲାବେଳେ ଏହା ପଛକୁ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ରହିଛି । ଆଉ ଚତୁର୍ଥରେ ଓଡିଶା ଅଛି ।

ଲୋକସଭାରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଏକ ଲିଖିତ ଉତ୍ତରରେ ଏ ନେଇ ସୂଚନା ଦେଇଛନ୍ତି । ଠାକୁର ପ୍ରଦାନ କରିଥିବା ତଥ୍ୟ ଅନୁସାରେ କୋଭିଡ ପରିଚାଳନା ପାଇଁ ସର୍ବାଧିକ ଅନୁଦାନ ପାଇଥିବା ଲିଷ୍ଟରେ ଓଡିଶା ରହିଛି । ଅଗଷ୍ଟ 31 ସୁଦ୍ଧା ଏହି ଅନୁଦାନ ପ୍ରଦାନ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.